ମହାନଦୀରେ ଗାଧୋଇବା ବେଳେ ବୁଡି ଯାଇ ଦୁଇ ଛାତ୍ର ନିଖୋଜ
କଟକ: କଟକ ଉପକଣ୍ଠ ନରାଜ ବ୍ୟାରେଜ ନିକଟ ମହାନଦୀରେ ଗାଧୋଉଥିବା ବେଳେ ଗତକାଲି ଅପରାହ୍ନରେ ଦୁଇ ନାବାଳକ ନିଖୋଜ ହୋଇଯାଇଛନ୍ତି। ଦୁହେଁ ଏଠାରେ ଥିବା ଏକ ଘରୋଇ ସ୍କୁଲରେ ପାଠ ପଢ଼ନ୍ତି। ନିଖୋଜ ଦୁଇ ଛାତ୍ର ଉଭୟ ଷ୍ଟଆର୍ଟ ସ୍କୁଲର ଯୁକ୍ତ ଦୁଇ ଛାତ୍ର ଦେବପ୍ରିୟ ଚୌଧୁରୀ ଓ ଆଦିତ୍ୟ ମଲ୍ଲିକ ବୋଲି…