Latest Odisha News

BREAKING NEWS

ଦୁର୍ବଳ ହେଉଛି ଲଘୁଚାପ, ୬ରୁ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ସୁଦୃଶ ଲଘୁଚାପ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ସକ୍ରିୟ ରହିଛି । ଆଜି ଓ ଆସନ୍ତକାଲି ଓଡ଼ିଶାରେ ବର୍ଷା ଘଡ଼ଘଡ଼ି ନେଇ କୌଣସି ଚେତାବନୀ ଦେଇ ନାହିଁ…

ସର୍ବସାଧାରଣଙ୍କ ପାଇଁ ଅଗଷ୍ଟ ୧୬ରୁ ପୁଣି ଖୋଲିବ ‘ଅମୃତ ଉଦ୍ୟାନ’

ନୂଆଦିଲ୍ଲୀ: ଅଗଷ୍ଟ ୧୬ରୁ ପୁଣି ଖୋଲିବ ରାଷ୍ଟ୍ରପତି ଭବନରେ ଅବସ୍ଥିତ ପ୍ରସିଦ୍ଧ ‘ଅମୃତ ଉଦ୍ୟାନ’। ବର୍ଷକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅମୃତ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଉଦ୍ୟାନ ଉତ୍ସବ-୧ ଅଧୀନରେ ଚଳିତ ବର୍ଷ ଜାନୁୟାରୀ ୨୯ ରୁ…

ସୁପ୍ରିମକୋର୍ଟରେ ମିଳିଲା ରାହୁଲଙ୍କୁ ଆଶ୍ୱସ୍ତି: ସଜା ଉପରେ ଲାଗିଲା ରୋକ

ନୁଆଦିଲ୍ଲୀ: ସୁପ୍ରିମକୋର୍ଟରେ ରାହୁଲଙ୍କୁ ମିଳିଲା ଆଶ୍ୱସ୍ତି । ରାହୁଲଙ୍କ ସଜା ଉପରେ ରୋକ ଲଗାଇଲେ କୋର୍ଟ ।  ମୋଦି ସରନେମ ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ ରାହୁଲ ଗାନ୍ଧୀଙ୍କ ନିଲମ୍ବନ ମାମଲା ଉପରେ ଶୁଣାଣି କରିଥିଲେ ।  ସୁରତ ତଳ କୋର୍ଟ …

ଜିଓ ଆଣିଲା ଦମଦାର୍ ଫ୍ୟାମିଲି ପ୍ଲାନ୍; ଗୋଟେ ରିଚାର୍ଜରେ ଚାଲିବ ଚାରୋଟି ସିମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜିଓ ୟୁଜର୍ସଙ୍କ ପାଇଁ ବଡ ଖବର । ଜିଓ ଆଣିଛି ୩୦ଦିନିଆ ଫ୍ୟାମିଲି ପ୍ଲାନ୍‌ । ଜିଓ ଫ୍ୟାମିଲି ପ୍ଲାନ୍‌ ୩୯୯ ଟଙ୍କାରୁ ଆରମ୍ଭ ୬୯୯ ପର୍ଯ୍ୟନ୍ତ ରହିଛି । ସମାନ ପ୍ଲାନ୍‌ରେ ଚାରୋଟି ସିମ୍ କାର୍ଡର ବ୍ୟବହାର କରାଯାଇପାରିବ ଉପଭକ୍ତା । ତେବେ ଜାଣନ୍ତୁ ଜିଓ ଫ୍ୟାମିଲି…

ସିସୋଦିଆଙ୍କୁ ପୁଣି ଝଟକା, ସୁପ୍ରିମକୋର୍ଟରୁ ମିଳିଲାନି ଜାମିନ

ନୂଆଦିଲ୍ଲୀ: ପୁଣି ମନୀଷ ସିସୋଦିଆଙ୍କୁ ଝଟକା। ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଜାମିନ। ତାଙ୍କ ପତ୍ନୀଙ୍କ ସ୍ୱାସ୍ଥବସ୍ଥା ଅସୁସ୍ଥତା ଦର୍ଶାଇ…

ବିରୋଧୀଙ୍କୁ ଆଇନା ଦେଖାଇଲେ ପ୍ରଧାନମନ୍ତ୍ରୀ; କହିଲେ ‘ଇଣ୍ଡିଆ’ ବିରୋଧୀଙ୍କ ମେଣ୍ଟ ନୁହେଁ, ଅହଙ୍କାରୀଙ୍କ ମେଣ୍ଟ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ଚାଲିଛି ରଣନୀତି ପ୍ରସ୍ତୁତି । ବିରୋଧୀ ଏକ ହୋଇ ବିଜେପିକୁ ମାତ ଦେବାକୁ ଚାହୁଁଥିବାବେଳେ ବିଜେପି ବି କମର କଷୁଛି ବିରୋଧୀଙ୍କୁ ଧୂଳି ଚଟେଇବା ପାଇଁ । ଏନଡିଏର ବିହାର ସାଂସଦଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ…

ବାଙ୍ଗାଲୋରର ମୂଖ୍ୟ କୋଚ ହେବେ ଆଣ୍ଡି ଫ୍ଲାୱାର

ବାଙ୍ଗାଲୋର: ବାରମ୍ବାର ବିଫଳତା ହେବା ପରେ ଏବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗାମୀ ଆଇପିଏଲରେ ଟାଇଟଲ ହାସଲ ନେଇ ଜୋରଦାର ଉଦ୍ୟମ ଆରମ୍ଭ କରିଛି । ୧୬ଟି ସିଜନରେ ଟ୍ରଫି ହାତେଇ ପାରି ନ ଥିବା ବାଙ୍ଗାଲୋର ଜିମ୍ବାୱେର ଆଣ୍ଡି ଫ୍ଲାୱାରଙ୍କୂ ମୂଖ୍ୟ କୋଚ ଭାବେ ନିଯୁକ୍ତ କରିଛି । ପୂର୍ବରୁ…

ଡେଙ୍ଗୁ ରୋଗରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ପତ୍ର, ଜାଣନ୍ତୁ ଏହାର ଔଷଧୀୟ ଗୁଣ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅମୃତ ଭଣ୍ଡା ବହୁତ ଉପକାରୀ । କିନ୍ତୁ ସେହି ଅମୃତଭଣ୍ଡା ଗଛର ପତ୍ର ମଧ୍ୟ ଅନେକ ଉପକାର ଦେଇଥାଏ । ତାହା ଖୁବ କମ୍ ଲୋକେ ଜାଣନ୍ତି। ବିଶେଷ କରି ଡେଙ୍ଗୁ ଜ୍ୱର ହେଲେ ଅମୃତ ଭଣ୍ଡା ପତ୍ରର ଜୁସ୍‌ ପିଇବାକୁ ଅଭିଜ୍ଞବ୍ୟକ୍ତି ମାନେ ପରାମର୍ଶ ଦେଇଥାନ୍ତି। କାରଣ ଅମୃତଭଣ୍ଡା…

ଆତ୍ମହତ୍ୟାର ହବ୍ ପାଲଟିଛି ‘କୋଟା’! ପୁଣି ଜଣେ ମେଡିକାଲ ଛାତ୍ରଙ୍କ ଆତ୍ମହତ୍ୟା

ରାଜସ୍ଥାନ: କୋଟା କହିଲେ ପ୍ରତିଯୋଗିତାର ଏକ ସହର ବୋଲି ସମସ୍ତେ ବୁଝିଥାନ୍ତି । ହେଲେ ଏବେ ଏହା ଆତ୍ମହତ୍ୟାର କେନ୍ଦ୍ର ପାଲଟିଥିବା ଦେଖାଯାଉଛି । କାରଣ ଜାନୁୟାରୀରୁ ଅଗଷ୍ଟ ମାସ ଭିତରେ ୧୯ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଖବର ଅଭିଭାବକଙ୍କୁ ଚିନ୍ତାରେ ପକାଇଛି । ଏହାରି ଭିତରେ ସାମ୍ନାକୁ…