Latest Odisha News

BREAKING NEWS

ସମୁଦ୍ରର ରଙ୍ଗ ବଦଳି ସବୁଜ ହେଉଛି, ଚିନ୍ତାରେ ବୈଜ୍ଞାନିକ

ନୂଆଦିଲ୍ଲୀ: ପରିବେଶକୁ ଧ୍ୱଂସ କରିବାରେ ମନୁଷ୍ୟ ମୂଖ୍ୟ ଭୂମିକା ଗ୍ରହଣ କରୁଛି । ତାପମାତ୍ରା ବୃଦ୍ଧି ପାଇବାଠାରୁ ଆରମ୍ଭ କରି ଅନେକ କିଛି ବ୍ୟତୀକ୍ରମ ଦେଖିବାକୁ ମିଳୁଛି । ଏବେ ସମୁଦ୍ରର ରଙ୍ଗ ବଦଳିବା ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି । ସମୁଦ୍ର ଏବେ ଧିରେ ନୀଳରୁ ସବୁଜ ହେଉଛି । ଏହାର…

ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ କୃଷି ଇନପୁଟ ଯୋଗାଇ ନଦେଲେ ଆନ୍ଦୋଳନ କରିବ କିଷାନ କଂଗ୍ରେସ

ଭୁବନେଶ୍ୱର: ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଖରିଫ ଚାଷ ଅତ୍ୟନ୍ତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ଏନେଇ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ସରକାରଙ୍କୁ ଦାବି କରିଛି କିଷାନ କଂଗ୍ରେସ। ଖରିଫ ଚାଷ ସମସ୍ୟା ନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ…

ଭୁଶୁଡି ପଡିଲା ନିର୍ମାଣାଧୀନ କଲଭର୍ଟ: ୪ ଶିଶୁଙ୍କ ସମେତ ଚାଲିଗଲା ୫ଜଣଙ୍କ ଜୀବନ

ରାୟଗଡା:ଭୁଶୁଡି ପଡିଲା ନିର୍ମାଣାଧୀନ କଲର୍ଭଟ । ଚାଲିଗଲା ୫ ଜୀବନ  । ଏପରି ହୃଦୟ ବିଦାରକ ଘଟିଛି ରାୟଗଡା ଜିଲ୍ଲାରେ । ମୃତ ୫ ଜଣଙ୍କ ମଧ୍ୟରୁ ୪ ଜଣ ଶିଶୁ ଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ, କଲ୍ୟାଣସିଂହପୁର ଉପରସାଜା ନିକଟରେ ଏକ କଲଭର୍ଟର ନିର୍ମାଣ କାମ ଚାଲିଥିଲା । ଆଜି…

ବେଆଇନ ଟ୍ରେଡିଂ ଆପ୍‌ଠାରୁ ଦୂରେଇ ରହିବାକୁ ଓଡ଼ିଶା ପୋଲିସର ସଚେତନତା ଜାରି

ଭୁବନେଶ୍ୱର: ଲୋନ ଆପ୍ ଜରିଆରେ ଠକେଇ ହେବା ପରେ ଏବେ ଟ୍ରେଡିଂ ଆପ୍ ନାଁରେ ଚାଲିଛି ବେଆଇନ ଟିଟଫଣ୍ଡ ବେପାର। ଜମାକାରୀଙ୍କୁ ଆକୃଷ୍ଟ କରିବାକୁ ସ୍ୱତନ୍ତ୍ର ଆପ୍ ଜରିଆରେ ଠକୁଛନ୍ତି ଅଦୃଶ୍ୟ ଲୁଟେରା। ଏଥିପ୍ରତି ସାବଧାନ ରହିବାକୁ ଓଡ଼ିଶା ପୋଲିସ ପକ୍ଷରୁ ସତର୍କତା ଜାରି କରାଯାଇଛି। ବେଆଇନ…

ଏକାଠି ବାଇକରେ ଆସୁଥିଲେ, ବଜ୍ରାଘାତରେ ଟଳିପଡ଼ିଲେ ବାପା-ପୁ୍ଅ

ଜଗତସିଂହପୁର : ବାପାଙ୍କୁ ଆଣିବାକୁ  ଯାଇଥିଲା ପୁଅ  । ବାଇକରେ ଏକାଠି ଫେରୁଥିଲେ ବାପ-ପୁଅ । ହେଲେ କିଏ ଜାଣିଥିଲା, ଏ ଯାତ୍ରା ଥିଲା ଉଭୟଙ୍କର ଶାେଷ ଯାତ୍ରା ଥିଲା ବୋଲି ? ଅଧାବାଟରେ ହେଲା ବଜ୍ରପାତ । ଅଧାବଟରେ ଟଳି ପଡିଲେ ବାପା-ପୁଅ । କେହି ଫେରିଲେନି ଘରକୁ । ସେହିଠାରେ ହିଁ ଚାଲିଗଲା…

ଡାକ୍ତର ଦାମୋଦର ରାଉତ ଅସୁସ୍ଥ, ଡାକ୍ତରଖାନାରେ ଚାଲିଛି ଡାଏଲିସିସ୍

ଭୁବନେଶ୍ୱର: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଅସୁସ୍ଥ। ପେଟରେ ପାଣି ଜମିବା କାରଣରୁ ସେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ରବିବାର ରାତରୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଚିକିତ୍ସାଧିନ ଅଛନ୍ତି। ଡାକ୍ତରଖାନାରେ ଡାକ୍ତର…

ଜୟପୁର-ମୁମ୍ବାଇ ପାସେଞ୍ଜର ଟ୍ରେନ ଭିତରେ ଗୁଳିମାଡ଼, ୪ ମୃତ

ମୁମ୍ବାଇ: ଚଳନ୍ତା ଟ୍ରେନ୍‌ରେ ଗୁଳିମାଡ଼। ଜୟପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ଭିତରେ ଆରପିଏଫ୍ କନଷ୍ଟେବଲ୍‌ଙ୍କ ଗୁଳିମାଡ଼ରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଜୟପୁର-ମୁମ୍ବାଇ ପାସେଞ୍ଜର ଟ୍ରେନ୍‌ଟି ମହାରାଷ୍ଟ୍ରର ପାଲଘର ଅତିକ୍ରମ କରିବା ପରେ ଯାତ୍ରୀଙ୍କ ଉପରକୁ କନଷ୍ଟେବଲ ଗୁଳିମାଡ଼ କରିଥିଲେ।…

ସାଉଦୀ ଆରବରେ ବସିବ ୟୁକ୍ରେନ ଶାନ୍ତି କମିଟି ବୈଠକ: ଭାରତ ସମେତ ଭାଗ ନେବେ ୩୦ ଦେଶ

ଦୁବାଇ: ୟୁକ୍ରେନ-ଋଷ ମଧ୍ୟରେ ଘାମାଘୋଟ ଯୁଦ୍ଧ ଚାଲିଥିବାବେଳେ ସାଉଦୀ ଆରବ ପକ୍ଷରୁ ଅଗଷ୍ଟ ପ୍ରାରମ୍ଭରେ ଏକ ଶାନ୍ତି ବୈଠକ ବସିବ । ଏହି ବୈଠକରେ ଭାରତ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ଜଣେ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାପଡିଛି । ଅବଶ୍ୟ ସାଉଦୀଆରବ ଏବଂ ୟୁକ୍ରେନ ପକ୍ଷରୁ ଏ ନେଇ…

ଗଜପତି ଜିଲ୍ଲାରେ ବାଘ ଆତଙ୍କ! ଭାଇରାଲ ଭିଡିଓ ଦେଖି ଲୋକେ ଛାନିଆ

ପାରଳାମୁଖେଣ୍ଡି: ଗଜପତି ଜିଲ୍ଲାରେ ବାଘ ଆତଙ୍କ । ଲୁଚିଛପି ବୁଲୁଛି ବାଘ । ଗଜପତି ଜିଲ୍ଲାର ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତର ଯୋଡିପଥର ଗାଁରେ ବାଘ ଭୟରେ ଖେଳି ଯାଇଛି ଆତଙ୍କ ।   ବାଘ ବୁଲୁଥିବା ସମୟର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଗତ ୨୭…

ସୁରକ୍ଷାକର୍ମୀଙ୍କ ଗୁଳିରେ ଅନୁପ୍ରବେଶକାରୀ ନିହତ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଅନୁପ୍ରବେଶକାରୀ ନିହତ। ଜମ୍ମୁକାଶ୍ମୀର ଆରଏସ୍‌ ପୂରା ଆର୍ଣ୍ଣିଆ ସେକ୍ଟରରେ ବିଳମ୍ବିତ ରାତିରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ରାତି ୧.୫୦ ରେ ସୀମା ସୁରକ୍ଷା ବଳ ସେହି ଅନୁପ୍ରବେଶକାରୀଙ୍କ ଉପରେ ଗୁଳିମାଡ଼ କରିଥିଲା।…