ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନିକ ନୀତି ଚର୍ଚ୍ଚା ଭିତରେ ଦିନ ଯାଇ ରାତ୍ରିର ଆଗମନ ହୋଇଛି। ନିତ୍ୟ -ବିଧିର ଏକ ଆକର୍ଷଣ ସନ୍ଧ୍ୟା ଆଳତି ମଧ୍ଯ ସରିଯାଇଛି। ଏବେ ଅପେକ୍ଷା ସନ୍ଧ୍ୟା ଧୂପକୁ ଯାହା…