Latest Odisha News

BREAKING NEWS

ଖାସି ମାଂସ ପାଇଁ ବିବାହ ଭାଙ୍ଗିବା ଘଟଣା: ବର ପକ୍ଷ କହିଲେ, ଅଭିଯୋଗ ମିଛ, ସେମାନେ ଆମକୁ ଅପମାନିତ କଲେ

ସମ୍ବଲପୁର: ସମ୍ବଲପୁରରେ ବର ଓ ବପରଯାତ୍ରୀ ଖାସି ମାଂସ ମାଗିବା ଘଟଣାକୁ ନଇ ବିବାହ ଭାଙ୍ଗିଯିବା ଘଟଣା ସାରା ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲିଟିଛି। ସମସ୍ତେ ଝିଅକୁ ବାହା ବାହା ଦେଉଛନ୍ତି। ଏହାରି ଭିତରେ ଘଟଣାକୁନେଇ ବରପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି। କନ୍ୟା ପକ୍ଷର…

ଏଣିକି ଇମେଲ ଲେଖିବାର ଟେନସନକୁ ଦୂର କରିବ ଜିମେଲର ଏହି ନୂତନ ଫିଚର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୁଗୁଲ୍ ଏହାର ବାର୍ଷିକ 'ଗୁଗୁଲ୍ ଆଇଓ ୨୦୨୩' (Google I / O 2023) ଇଭେଣ୍ଟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ଉପରେ ଆଧାରିତ ଅନ୍ୟାନ୍ୟ ଫିଚର ସହିତ ଏକ ନୂତନ 'ହେଲପ୍ ମି ରାଇଟ' ଫିଚର ଘୋଷଣା କରିଛି। ଏଣିକି ନିଜେ ଆଉ ଲେଖିବେନି ଇମେଲ। ଆପଣଙ୍କ ଇମେଲ ଲେଖିଦେବ…

୧୯ ତାରିଖ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ, ପରଦିନ ରଥାରୁଢ ହେବେ ମହାପ୍ରଭୁ

ପୁରୀ: ଶ୍ରୀ ଜୀଉଙ୍କ ନବ ଯୌବନ ଦର୍ଶନ ଆସନ୍ତା ୧୯ ତାରିଖରେ ହେବ। ମାତ୍ର ୩ ଘଣ୍ଟା ପାଇଁ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ କରିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସକାଳ ୮ଟାରୁ ୯ଟା…

ପୁଣି କଲବଲ କଲା ତାତି; ସକାଳୁ ସକାଳୁ ୪୦ ଡେଇଁଲା ତାପମାତ୍ରା

ଭୁବନେଶ୍ୱର:ଦୁଇ ଦିନ ତାତିରୁ ସାମାନ୍ୟ ଆଶ୍ୱସ୍ତି ପରେ ପୁଣି ବଢିଲା ତାପମାତ୍ରା । ଆଜି ସକାଳୁ ସକାଳୁ ଅସହ୍ୟ ହୋଇଛି ଖରା ଆଉ ଗରମ  । ସକାଳ ସାଢେ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୨.୪ ଡିଗ୍ରୀ ଥିବାବେଳେ ଆଦ୍ରତା ୬୮ ପ୍ରତିଶତ ରହିଛି । ଫଳରେ ସକାଳୁ ସକାଳୁ ଗରମ ଓ…

ଟ୍ରେନରେ କଟିଗଲେ ୪ମାସର ଝଅ ସହ ମା’; ପୁଅ ଗୁରୁତର

ବ୍ରହ୍ମପୁର: ଓଡ଼ିଶା ସୀମା ଆନ୍ଧ୍ରପ୍ରଦେଶ ଇଚ୍ଛାପୁରରେ ପୁଣି ଏକ ଦୁଃଖଦ ରେଳ ଦୁର୍ଘଟଣା ।  ଟ୍ରେନରେ କଟି ମା' ଝିଅଙ୍କ ମୃତ୍ୟୁ  ।  ମୃତକ ଗଞ୍ଜାମ ଜିଲ୍ଲା ଜରଡା ଅଞ୍ଚଳର  । ପୋଲିସ ୨୫ ବର୍ଷ ଜଣେ ମହିଳା ଏବଂ ୮ ମାସର ଝିଅର ମୃତଦେହକୁ ଉଦ୍ଧାର କରିଛି । ୪ ବର୍ଷର ପୁଅକୁ ଗୁରୁତର ଅବସ୍ଥାରେ…

ୟୁଟ୍ୟୁବରୁ ଟଙ୍କା ରୋଜଗାର କରିବା ହେଲା ସହଜ, ଆବଶ୍ୟକ ୫୦୦ ସବସ୍କ୍ରାଇବର୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁଟ୍ୟୁବ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ଖୁସିଖବର। ଯଦି ଆପଣ ମଧ୍ୟ ଜଣେ ୟୁଟ୍ୟୁବ୍ ବିଷୟବସ୍ତୁ ନିର୍ମାତା ଏବଂ ରୋଜଗାର ପାଇଁ ଚିନ୍ତିତ ଅଛନ୍ତି, ତେବେ ଆଉ ଚିନ୍ତା କରନ୍ତୁ ନାହିଁ। କାରଣ ଏବେଠାରୁ ୟୁଟ୍ୟୁବ୍ ଚ୍ୟାନେଲରେ ୫୦୦ ସବସ୍କ୍ରାଇବର୍ସ ହେଲେ ମିଳିବ ଟଙ୍କା।…

ଖଲିସ୍ତାନ ଆତଙ୍କୀ ଅବତାର ଖାଣ୍ତାର ମୃତ୍ୟୁ; ଅମ୍ରିତପାଲର ଥିଲା ଘନିଷ୍ଠ ସହଯୋଗୀ

ନୂଆଦିଲ୍ଲୀ:ଆତଙ୍କୀ ସଂଗଠନ ଖଲିସ୍ଥାନ ଲିବରେଶନ ଫୋର୍ସ (କେଏଲଏଫ)ର ପ୍ରମୁଖ ଅବତାର ସିଂହ ଖାଣ୍ଡାର ବର୍ମିଂହୋମର ସେଣ୍ଡବଲ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଅବତାର ସିଂ ଖାଣ୍ଡା ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଥିଲା । ମୃତ୍ୟୁର ପ୍ରକୃତ କାରଣ ଜଣା ପଡି ନ ଥିଲେ ହେଁ…

ଗ୍ରୀସ୍ ଉପକୂଳ ଭୂମଧ୍ୟ ସାଗରରେ ବୁଡ଼ିଗଲା ଜାହାଜ: ୭୯ ମୃତ, ଅନେକ ନିଖୋଜ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀସ୍ ଉପକୂଳ ଅନ୍ତର୍ଗତ ଭୂମଧ୍ୟ ସାଗରରେ ଭାରସାମ୍ୟ ହରାଇ ବୁଡ଼ିଗଲା ମାଛଧରା ଜାହାଜ। ଏହି ଜାହାଜରେ ୭୫୦ଜଣ ଲୋକ ଥିବା କୁହାଯାଉଛି। ଅତି କମରେ ୭୯ ଜଣ ପ୍ରବାସୀ ବୁଡ଼ି ମରିଯାଇଥିବା ବେଳେ ଶହ ଶହ ଲୋକେ ନିଖୋଜ ଥିବା ସୂଚନା ରହିଛି। ଗତ କିଛି ବର୍ଷ ମଧ୍ୟରେ…

ବିଜେଡି ନେତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ; ବାଇକରେ ଆସି ଗୁଳିଫୁଟାଇ ଫେରାର ହୋଇଗଲେ ଦୁର୍ବୁତ୍ତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଜେଡି ନେତା ଗୁଳିମାଡ । ବିଜେଡି ନେତା କାହ୍ନୁ ଚରଣ ସାହୁଙ୍କୁ ଗୁଳି କଲେ ଦୁର୍ବୁତ୍ତ । ରାତି ଅନ୍ଧାରରେ ବାଇକରେ ଆସି କାର କାଚ ଭାଙ୍ଗି ଗୁଳି କଲେ ଦୁର୍ବୁତ୍ତ ।   ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ କଟକର ଏକ ଘରୋଇ…

ଆଜିଠୁ ସମୁଦ୍ର ଓ ନଦୀ ମୁହାଣରେ ମାଛ ଧରାକୁ ଅନୁମତି, ଉଠିଲା କଟକଣା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିଠୁ ସମୁଦ୍ର ଓ ନଦୀ ମୁହାଣରେ ମାଛ ଧରାକୁ ଅନୁମତି। ପ୍ରାୟ ୬୧ ଦିନ ହେବ ମାଛଧରା ଉପରେ ଜାରି ରହିଥିଲା କଟକଣା। ଏପ୍ରିଲ ୧୫ ତାରିଖରୁ ଜୁନ୍‌ ୧୪ ଯାଏଁ ସମୁଦ୍ରରେ ମାଛ ଧରା ବନ୍ଦ ରହିଥିଲା। ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବା ଯୋଗୁଁ ପ୍ରତି…