ସିଦ୍ଧରମେୟାଙ୍କ ବିରୋଧରେ ଚାଲିଛି ୧୩ ମାମଲା, ଜାଣନ୍ତୁ ସେ କେତେ ସମ୍ପତ୍ତିର ମାଲିକ
ନୂଆଦିଲ୍ଲୀ: କର୍ଣ୍ଣାଟକରେ କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ସିଦ୍ଧରମେୟାଙ୍କ ନାଁରେ ମୋହର ଲାଗିଥିବା ସୂଚନା ମିଳିଛି। ତାଙ୍କର ଶପଥଗ୍ରହଣ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କୁହାଯାଉଛି। ସିଦ୍ଧରମେୟା କର୍ଣ୍ଣାଟର ପରବର୍ତ୍ତୀ…