Latest Odisha News

BREAKING NEWS

ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ଯା ମାମଲାରେ ଓଡ଼ିଶା ଦେଶରେ ଦ୍ବିତୀୟ!

ଭୁବନେଶ୍ୱର: ଚଳିତ ସପ୍ତାହରେ ସୋମବାର ଓ ମଙ୍ଗଳବାର ଲଗାତର ଦୁଇ ଦିନ ୩୦୦ରୁ କମ୍ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ଦେଶରେ ଆକ୍ଟିଭ୍ କେସ ବା ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଓଡ଼ିଶା ଶୀର୍ଷ ତିନିଟି ରାଜ୍ୟ ମଧ୍ୟରେ ରହିଛି। କେରଳରେ ସର୍ବାଧିକ ୧୦ ହଜାର ୧୨୨ ଜଣ…

ଯାଜପୁରରେ ଅପପୃଷ୍ଟିରୁ ମୃତ୍ୟୁ: ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଯାଜପୁର: ଶିଳ୍ପର ସହର ଯାଜପୁର। ହେଲେ ଏବେ ଏହି ଜିଲ୍ଲାର ସାତୋଟି ଗାଁର ଶିଶୁଙ୍କୁ ପ୍ରଭାବିତ କରୁଥିବା ଉତ୍କଟ ଅପପୁଷ୍ଟି ସମସ୍ୟାର ସମାଧାନ ପାଇଁ କୋର୍ଟରେ ଦାଖଲ ହୋଇଛି ଆବେଦନ। ମଣ୍ଟୁ ଦାସ ନାମକ ଜଣେ ସାମାଜିକ କର୍ମୀ  ଏହି ଆବେଦନ କରିଛନ୍ତି ହାଇକୋର୍ଟରେ। ଯେଉଁଥିରେ ସେ ଦୁଇ ଶିଶୁ…

ଆମ୍ବ ଗଛ ଉପରେ ଆଇଟି ଚଢାଉ; ମିଳିଲା ଏକ କୋଟିର କ୍ୟାସ

ବେଙ୍ଗାଲୁର: ଆମ୍ବଗଛ ତଳେ ପଡିଲା ବିଡା ବିଡା ନୋଟ । ପାଖାପାଖି କୋଟିଏ ଟଙ୍କାର ନୋଟ । କୁଆଡୁ ଆସିଲା ଏତେ ଟଙ୍କା ? କିଏ ରଖିଲା ? ଏଡା ପଛର ଅସଲ କାହାଣୀ ଶୁଣିଲେ ଆଖି ଖୋସି ହୋଇଯିବ । କର୍ଣ୍ଣାଟକର ମହୀଶୁରରେ ଆୟକର ଚଢାଉ ବେଳେ ଗଛ ଉପରୁ ଏକ କୋଟି ଟଙ୍କା ଜବତ ହୋଇଛି । ବିଧାନସଭା…

ବଡବିଲରେ ବ୍ୟବସାୟୀଙ୍କୁ ହତ୍ୟା ପଛରେ ରହିଛି କି ରାଜନୈତିକ ଶତ୍ରୁତା?

କେନ୍ଦୁଝର: ବଡ଼ବିଲ ସହରର ଏକ ବ୍ୟସ୍ତବହୁଳ ରାସ୍ତାରେ ସୋମବାର ଦିନ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କୁ କେହି ଦୁର୍ବୃତ୍ତ ତାଙ୍କ ଘର ନିକଟରେ ଗୁଳି କରି ହତ୍ୟା କରିବା ପରେ ସହରରେ ଶୋକର ଛାୟା ଖେଳିଯାଇଛି। ସେ ହେଲେ ବଡ଼ବିଲ ବଜାର ନିକଟସ୍ଥ ୬ ନମ୍ବର ଓ୍ୱାର୍ଡର ସୁନୀଲ ସିହ୍ନା (୩୮) ଓରଫ ଭୋଳା।…

ଆସନ୍ତାକାଲି ନିଜ ଗାଁକୁ ଆସୁଛନ୍ତି ରାଷ୍ଟ୍ରପତି: ଲୋକଙ୍କ ମଧ୍ୟରେ ଉତ୍କଣ୍ଠା, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ବାରିପଦା: ଆସନ୍ତାକାଲି ରାଷ୍ଟ୍ରପତି ଭାବେ ନିଜ ଗାଁକୁ ଆସୁଛନ୍ତି ମହାମହିମ ଦୌପଦ୍ରୀ ମୁର୍ମୁ। ୪ ତାରିଖ (ଗୁରୁବାର) ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ଗସ୍ତ ପୂର୍ବରୁମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଅସ୍ଥାୟୀ ହେଲିପ୍ୟାଡରେ ଏକ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏଥିସହ…

ଗାଜାର ହମାସ କ୍ୟାମ୍ପ ଉପରେ ୧୬ଟି ରକେଟ୍ ମାଡ଼ କଲା ଇସ୍ରାଏଲ୍

ଜେରୁସାଲେମ: ପାଲେଷ୍ଟାଇନ୍‌ ଆତଙ୍କବାଦୀ ସଂଗଟନ ହମାସ ଉପରେ ପୁଣି ଏୟାର୍ ଷ୍ଟ୍ରାଇକ୍‌ କଲା ଇସ୍ରାଏଲ୍‌। ଗାଜାର ଆତଙ୍କବାଦୀ ସଂଗଠନ ହମାସ ଉପରେ ଇସ୍ରାଏଲ୍‌ ଏୟାର୍ ଷ୍ଟ୍ରାଇକ୍ କରିଛି। ବୁଧବାର ଭୋର ସମୟରେ ଏହି ଏୟାରଷ୍ଟ୍ରାଇକ୍ ହୋଇଛି। ଇସ୍ରାଏଲ୍ କଷ୍ଟୁଡିରେ ଥିବା ପାଲେଷ୍ଟାଇନ୍‌…

୮ ତାରିଖରେ କୋର୍ଟରେ ହାଜର ହେବାକୁ ଅର୍ଚ୍ଚାନ ନାଗର ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଗିରଫଦାରୀ ଭୟରେ କୋର୍ଟରେ ହାଜର ନହୋଇ ଓକିଲଙ୍କ ଜରିଆରେ ପକ୍ଷ ରଖୁଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଝଟକ। ଖୁବଶୀଘ୍ର କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ। ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ସହଯୋଗୀ ହେଉଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। ଶ୍ରଦ୍ଧାଞ୍ଜଳି…

ମୋ ବସ୍ ଦୁର୍ଘଟଣାକୁ ନେଇ ‘କ୍ରୁଟ’ର ସ୍ପଷ୍ଟୀକରଣ: ମୋ ବସ ଡ୍ରାଇଭରଙ୍କର କୌଣସି ତ୍ରୁଟି ନ ଥିଲା

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ଛକ ନିକଟରେ ମଙ୍ଗଳବାର କଟକ ଅତିରିକ୍ତ ଜିଲ୍ଲପାଳଙ୍କ ଏସୟୁଭି ଗାଡିକୁ ‘ମୋ ବସ’ ଧକ୍କା ଦେବାର କିଛି ଘଣ୍ଟା ପରେ ସ୍ପଷ୍ଟୀକରଣ ରଖିଛି କାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ । ଏଥିସହିତ ଦୁର୍ଘଟଣା ସମୟର ଭିଡିଓ ମଧ୍ୟ ଜାରି କରିଛି । ଏହି…

ଗତ ୪ ମାସରେ ବେରୋଜଗାରୀ ହାର ସର୍ବାଧିକ; ଗ୍ରାମାଞ୍ଚଳ ଅପେକ୍ଷା ସହରର ଅବସ୍ଥା ଚିନ୍ତାଜନକ

ନୂଆଦିଲ୍ଲୀ: ଭାରତରେ ବେରୋଜଗାରୀ ହାର ଲଗାତର ବଢ଼ିବାରେ ଲାଗିଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି(CMIE) ଅନୁସାରେ ଏପ୍ରିଲରେ ଏହା ବଢ଼ି ୮.୧୧ ପ୍ରତିଶତ ପହଞ୍ଚିଛି। ଏହା ପୂର୍ବରୁ ମାର୍ଚ୍ଚରେ ବେରୋଜଗାରୀ ଦର ୭.୮୦ ପ୍ରତିଶତ ଥିଲା । ସେହିପରି ଫେବ୍ରୁଆରୀରେ ୭.୪୫ ପ୍ରତିଶତ ରହିଥିଲା।…

ଆମ ପାଇଁ କୌଣସି ସମସ୍ୟା ‘ଗମ୍ଭୀର’ ନୁହେଁ କି ‘ବିରାଟ’ ନୁହେଁ-ୟୁପି ପୋଲିସର ମଜାଦାର ଟୁଇଟ ଭାଇରାଲ

ଲକ୍ଷ୍ନୌ: ଚଳିତ ଆଇପିଏଲରେ ସୋମବାର ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଉପୁଜିଥିବା ତୁ..ତୁ..ମେ..ମେ..କୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ୧୦ ବର୍ଷ ପରେ ଭାରତର ଏହି ଦୁଇ ମହାନ ଖେଳାଳି ପୁଣି ଥରେ ମୁହାଁମୁହିଁ ହୋଇଥିଲେ । ହେଲେ ଏହି ଚର୍ଚ୍ଚା ଏବେ ଆହୁରି ଜୋରଦାର ହୋଇଛି । ଏହାକୁ…