ଦେଶରେ କମୁଛି, ହେଲେ ରାଜ୍ୟରେ ବଢୁଛି ବେକାରୀ ହାର
ଭୁବନେଶ୍ୱର: ଦେଶରେ କମୁଛି ବେକାରୀ ସମସ୍ୟା । ୨୦୧୭ ତୁଳନାରେ ୨୦୨୨ର ବେକାରୀ ସମସ୍ୟା ହାର ହ୍ରାସ ପାଇଛି । ଏକଥା ଆମେ କହୁନୁ । ଏକଥା କହୁଛି ଭାରତ ସରକାରଙ୍କ ମିନିଷ୍ଟ୍ରି ଅଫ ଷ୍ଟାଟିଟିକ୍ସ ବିଭାଗ ।ଏହି ରିପୋର୍ଟ କହୁଛି, ଦେଶର ଅଧିକାଂଶ ରାଜ୍ୟରେ ନିଯୁ୍କ୍ତି ହାର ବଢିଛି । ହେଲେ…