Latest Odisha News

BREAKING NEWS

ଓଡିଶାର ନଦୁରାମ ସୋରେନଙ୍କୁ ମିଳିଲା ମରଣୋତ୍ତର ବୀର ଚକ୍ର ସମ୍ମାନ

ଦିଲ୍ଲୀ : ଚୀନ୍ ସୈନଙ୍କ ସହିତ ସଂଘର୍ଷରେ ସହିଦ ହୋଇଥିବା ଓଡିଆ ପୁଅଙ୍କୁ ମରୋଣତ୍ତୋର ବୀର ଚକ୍ରରେ ସମ୍ମାନୀତ କରାଯାଇଛି । ମୟୂରଭଞ୍ଜର ନାଏବ ସୁବେଦାର ନଦୁରାମ ସୋରେନଙ୍କ ପତ୍ନୀ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ବୀର ଚକ୍ର ପୁରଷ୍କାର ଗ୍ରହଣ କରିଛନ୍ତି । ଗତବର୍ଷ ଗଲୱାନ ଚାଇନାରେ ସେନା ସହ ବୀରତ୍ୱର ସହ ଲେଢେଇ କରି ନଦୁରାମ ସହିଦ ହୋଇଯାଇଥିଲେ ।

Leave A Reply

Your email address will not be published.