ନୂଆଦିଲ୍ଲୀ: ୧୫ ବର୍ଷ ଧରି ଫେରାର ଥିବା ଗ୍ୟାଙ୍ଗଷ୍ଟାର ରବି ପୂଜାରୀ ଶେଷରେ ଧରାପଡିଛନ୍ତି । ଦକ୍ଷିଣ ଆଫ୍ରିକାରେ ସେ ଗିରଫ ହୋଇଛନ୍ତି । ଏଥିପାଇଁ ଗଠନ କରାଯାଇଥିବା ଟିମରେ କର୍ଣ୍ଣାଟକର ଜଣେ ବରିÂ ଆଇପିଏସ ଅଧିକାରୀ ରହିଛନ୍ତି ।
ତାଙ୍କ ନାମରେ ଅନେକ କେସ୍ ରହିଛି । ସୋମବାର ବିଳମ୍ବିତ ରାତିରେ ଭାରତ ପହଂଚିବୁ ବୋଲି ଉପରୋକ୍ତ ପୋଲିସ ଅଧିକାରୀଜଣକ ସୂଚନା ଦେଇଛନ୍ତି ।
Comments are closed.