ବାଲେଶ୍ୱର ଖନ୍ତାପଡା ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ , ୨୫ ରୁ ଅଧିକ କର୍ମଚାରୀ ଗୁରୁତର
ବାଲେଶ୍ୱର : ବାଲେଶ୍ୱରରେ ଅଘଟଣ । ବାଲେଶ୍ୱର ଖନ୍ତାପଡା ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ।
୨୫ ରୁ ଅଧିକ କର୍ମଚାରୀ ଗୁରୁତର । ସୂଚନାଅନୁସାରେ ସମସ୍ତ ଗୁରୁତରଙ୍କୁ ଖନ୍ତପଡା ଓ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି ।
Comments are closed.