Latest Odisha News

BREAKING NEWS

ବାଲେଶ୍ୱର ଖନ୍ତାପଡା ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ , ୨୫ ରୁ ଅଧିକ କର୍ମଚାରୀ ଗୁରୁତର

ବାଲେଶ୍ୱର : ବାଲେଶ୍ୱରରେ ଅଘଟଣ । ବାଲେଶ୍ୱର ଖନ୍ତାପଡା ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ।

୨୫ ରୁ ଅଧିକ କର୍ମଚାରୀ ଗୁରୁତର   । ସୂଚନାଅନୁସାରେ  ସମସ୍ତ ଗୁରୁତରଙ୍କୁ ଖନ୍ତପଡା ଓ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି  ।

Leave A Reply

Your email address will not be published.