Latest Odisha News

BREAKING NEWS

ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ଧୂଆଁମୟ ହେଲା ସମଗ୍ର ଅଞ୍ଚଳ

କଳାହାଣ୍ଡି : କର୍ଲାପଡ଼ା ନିକଟ ଜାତୀୟ ରାଜପଥରେ ବଡ଼ ଅଘଟଣ  । ଭାରସମ୍ୟ ହରାଇ ଓଲଟି ପଡ଼ିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର । ଗ୍ୟାସ ଟ୍ୟାଙ୍କରରୁ ଗ୍ୟାସ୍ ବାହାରି ସମସ୍ତ ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଦୁର୍ଘଟଣା ଯୋଗଁ ସ୍ଥାନୀୟ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏନେଇ ବଲାଙ୍ଗୀରରୁ ବିଶେଷଜ୍ଞ ଟିମ୍‌ ପହଞ୍ଚି ଗ୍ୟାସ୍ ଲିକ୍ ବନ୍ଦ କରିବାକୁ ଉଦ୍ୟମ ଚଳାଇଛନ୍ତି । ଭବାନୀପାଟଣାରୁ ରାୟଗଡ଼ା ଯିବା ବେଳେ ଏହି ଗ୍ୟାସ୍ ଟ୍ୟାଙ୍କରଟି ଓଲଟି ପଡ଼ିଥିବା ସୂଚନା । ପାଖାପାଖି ୬ ଘଣ୍ଟା ଧରି ଗ୍ୟାସ୍‌ ଲିକ୍‌ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛି  । ଆଖପାଖର ୪ ଟି ଗାଁ ବିପଦ ଘେରରେ ରହିଛନ୍ତି ।

 

 

 

 

Leave A Reply

Your email address will not be published.