Latest Odisha News

BREAKING NEWS

ଗୋଆରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ

ଗୋଆ: କୋଭିଡ ୧୯ ଭୂତାଣୁ ଦିନକୁ ଦିନ ତାର କାୟା ବିସ୍ତାର କରୁଛି । ଗୋଆରେ ପ୍ରଥମ ତିନି କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ସେହିପରି ମଣିପୁର ଓ ମିଜୋରମରେ ଗୋଟିଏ ଜଣେ ଲେଖାଏଁ କୋଭିଡ୧୯ଭୂତାଣୁ ସଂକ୍ରମିତ ରୋଗୀ ଚିହ୍ନଟ ହୋଇନ୍ତି । ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ବୁଧବାର ମୋଟ ୯୪ ଜଣ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.