Latest Odisha News

BREAKING NEWS

ପୁଣି ରେକର୍ଡ଼ ଭାଙ୍ଗିଲା ସୁନା ଦର; କେତେ ରହିଛି ମୂଲ୍ୟ ଜାଣନ୍ତୁ…

ଭୁବନେଶ୍ୱର: ବର୍ତ୍ତମାନ ବିବାହ ସିଜିନ ଥିବାବେଳେ ଗ୍ରାହକଙ୍କୁ ଚିନ୍ତାରେ ପକାଇଛି ସୁନାଦର। ଗତ କିଛିଦିନ ହେବ ସୁନାଦରରେ ଲାଗତାର ହ୍ରାସ ଘଟୁଥିବା ବେଳେ ଅଚାନକ ଏହା ବୃଦ୍ଧି ପାଇଁ ସବୁ ରେକର୍ଡ଼ ଭାଙ୍ଗିଛି ।

ମଙ୍ଗଳବାର ସୁନାଦର ସବୁ ରେକର୍ଡ଼ ଭାଙ୍ଗି ସର୍ବାଧିକ ୪୪ ହଜାର ୪୭୨ ଟଙ୍କାରେ ପହଞ୍ଚିଛି ।

୧୦ ଗ୍ରାମ ପିଛା ୯୫୩ ଟଙ୍କା ବୃଦ୍ଧି ପାଇ ସୁନାଦର ୪୪ ହଜାର ୪୭୨ ଟଙ୍କାରେ ପହଞ୍ଚିଛି । ସେହିପରି ୧ କିଲୋ ରୁପାର ମୂଲ୍ୟ ୫୮୬ ଟଙ୍କା ବୃଦ୍ଧି ପାଇ ୪୯,୯୯୦ ହଜାର ଟଙ୍କାରେ ପହଞ୍ଚିଛି ।

ଭୁବନେଶ୍ଵରରେ ସୁନା ଦର ୪୩,୬୩୦ ଟଙ୍କା ରହିଛି।

Leave A Reply

Your email address will not be published.