Latest Odisha News

BREAKING NEWS

ମହିଳାଙ୍କ ସ୍ତନ ଧରିବା, ପାଇଜାମା ଟାଣିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ଆହ୍ଲାବାଦ: ସ୍ତନ ଧରିବା, ତାଙ୍କ ପାଇଜାମାର ନାଡା ଟାଣିବା ଏବଂ ତାଙ୍କୁ କଲଭର୍ଟ ତଳକୁ ଟାଣି ନେବାକୁ ଚେଷ୍ଟା କରିବାକୁ ଦୁଷ୍କର୍ମ ବିବେଚନା କରାଯିବ ନାହିଁ ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ।

ଦୁଇ ଅଭିଯୁକ୍ତଙ୍କ ବିରୋଧରେ ନିମ୍ନ ଅଦାଲତ ଦ୍ୱାରା ଲଗାଯାଇଥିବା ଅଭିଯୋଗରେ ପରିବର୍ତ୍ତନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ଅଭିଯୁକ୍ତମାନେ ତଳ କୋର୍ଟର ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ସୂଚନା ଅନୁଯାୟୀ, କାସଗଞ୍ଜର ପାଟିଆଲି ଥାନାରେ ରୁଜୁ ହୋଇଥିବା ଏକ ମାମଲାର ଶୁଣାଣି କରି ଜଷ୍ଟିସ୍ ରାମ ମନୋହର ନାରାୟଣ ମିଶ୍ର ଏହି ମନ୍ତବ୍ୟ ଦେଇଛନ୍ତି।

 

Comments are closed.