Latest Odisha News

BREAKING NEWS

ଡ୍ୟୁଟି ବେଳେ ଟଳି ପଡିଲେ କରୋନା ଯୋଦ୍ଧା

କଟକ : ଡ୍ୟୁଟି ବେଳେ ଜୀବନ ହାରିଲେ ପୋଲିସ କର୍ମଚାରୀ । ଏସସିବିରେ ଡ୍ୟୁଟି କରୁଥିବା ବେଳେ ଓଏସଏପି ୬ଷ୍ଠ ବାଟାଲିଅନର ହାବିଲଦାର ବିଭୂତି ଭୂଷଣ ପ୍ରଧାନ ହଠାତ୍ ଟଳି ପଡିଥିଲେ । ଏହାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ କେଉଁ କାରଣରୁ ବିଭୂତିଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.