Latest Odisha News

BREAKING NEWS

Browsing Tag

Corona Warrior

ଓଡିଆ ପର୍ବତାରୋହୀ ନୀଳାଚଳଙ୍କ ନାଁ ଲେଖାଥିବା ଜର୍ସି ପିନ୍ଧିଲେ ଅନ୍ତର୍ଜାତୀୟ କ୍ରିକେଟର ଟିପ୍ପୋ ମୋରିସ୍

ଭୁବନେଶ୍ୱର: କରୋନା ଅନ୍ତର୍ଜାତୀୟ ପର୍ବତାରୋହୀ ନୀଳାଚଳ ପରିଡାଙ୍କୁ ସଜାଇଲା ପରିବା ବ୍ୟବସାୟୀ । କିନ୍ତୁ ଏ ଭିତରେ ସେ ବରିଷ୍ଠ ନାଗରିକଙ୍କ ପାଇଁ ଫ୍ରି ଡେଲିଭରିର ବ୍ୟବସ୍ଥା କରିଛନ୍ତି । ଏ ନେଇ ଜାତୀୟ ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ପରେ ତାଙ୍କୁ ଆଜିର ଆଇପିଏଲ ମ୍ୟାଚରେ ସମ୍ମାନ…

ବିଏମସି ପକ୍ଷରୁ ସରସ୍ୱତୀ ସାହୁଙ୍କୁ କୋଭିଡ ଯୋଦ୍ଧା ସମ୍ମାନ

ଭୁବନେଶ୍ୱର: ଗତ ୨୮ ତାରିଖରୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଥିବା ଭୁବନେଶ୍ୱର ମହାନଗର ନିଗମର କମ୍ୟୁନିଟି ସଂଗଠକ ସରସ୍ୱତୀ ସାହୁଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ମୃତଦେହ ଏସସିବିରୁ ସତ୍ୟନଗର ଶ୍ମଶାନକୁ ଆଣିବା ପରେ ବିଏମସି କମିଶନର…

ଯୋଦ୍ଧା…

ଯୋଦ୍ଧା ସୁସ୍ମିତା ମହାପାତ୍ର ଯୋଦ୍ଧା ଭାବେ ଅବା ଜନହିତେ କେବେ ହାରିଲେ ଜୀବନ, ପଠାଇବ ମୋ ଶରୀର ଜନମ ମାଟିକୁ ମୋର ଏହି ନିବେଦନ । ବକ୍ଷରେ ସଜାଇ ବୀର ପଦକ ମୋହର ଶୁଣାଇବ ମାଆକୁ ମୋ ସୁକରମ ଗାଥା, ଦେଶ ପାଇଁ ଦେଇଅଛି ପ୍ରାଣ ସୁପୁତ୍ର ତାହାର କାହା ଆଗେ କେବେ ସିଏ ନତ ନକରିବ ମଥା…

ଡ୍ୟୁଟି ବେଳେ ଟଳି ପଡିଲେ କରୋନା ଯୋଦ୍ଧା

କଟକ : ଡ୍ୟୁଟି ବେଳେ ଜୀବନ ହାରିଲେ ପୋଲିସ କର୍ମଚାରୀ । ଏସସିବିରେ ଡ୍ୟୁଟି କରୁଥିବା ବେଳେ ଓଏସଏପି ୬ଷ୍ଠ ବାଟାଲିଅନର ହାବିଲଦାର ବିଭୂତି ଭୂଷଣ ପ୍ରଧାନ ହଠାତ୍ ଟଳି ପଡିଥିଲେ । ଏହାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣରୁ ବିଭୂତିଙ୍କର ମୃତ୍ୟୁ ହୋଇଛି ତାହା…

ଭାରତୀୟ ନୌସେନା ପକ୍ଷରୁ ‘ଓଡ଼ିଶା ପୋଲିସ’କୁ ପ୍ରଶଂସା

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ଓଡ଼ିଶା ପୋଲିସର ନିରନ୍ତର ସେବା ଲାଗି ‘କରୋନା ଯୋଦ୍ଧା’ ମାନଙ୍କୁ ଭାରତୀୟ ନୌବାହିନୀ ପକ୍ଷରୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରାଯାଇଛି । ଓଡ଼ିଶାରେ ଥିବା ଭାରପ୍ରାପ୍ତ ନୌସେନା ଅଧିକାରୀ (ଏନଓଆଇସି) ଓଡ଼ିଶାରେ କାର୍ଯ୍ୟରତ ସମସ୍ତ…

ଝିଅ ମୃତ୍ୟୁର ଦୁଇଦିନ ପରେ କାମରେ ଯୋଗ ଦେଲେ ହୋମଗାର୍ଡ ମାଆ

ଭୁବନେଶ୍ୱର: କର୍ତ୍ତବ୍ୟ ଆଗରେ ହୋମଗାର୍ଡ ମାଆ ଭୁଲିଗଲା ଝିଅକୁ ହରାଇଥିବାର ଦୁଃଖ । ଝିଅ ମୃତ୍ୟୁର ଦୁଇ ଦିନ ପରେ ଯୋଗ ଦେଲା କରୋନା ଡ୍ୟୁଟିରେ । ଏହି ମାଆ ଜଣଙ୍କ ହେଲେ ଗୌରି ବେହେରା । ପୁରୀ ପିପିଲି ଥାନାରେ ହୋମଗାର୍ଡ ଭାବେ କାମ କରନ୍ତି । ପରିବାର କହିଲେ ୧୩ ବର୍ଷର ଝିଅ ଲୋପାମୁଦ୍ରା,…