ଇସ୍ରାଏଲ-ହମାସ ଯୁଦ୍ଧ ଶେଷ କରିବା ଏବଂ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୦-ସୂତ୍ରୀ ଯୋଜନା ଅନୁଯାୟୀ ହମାସକୁ ତା’ର ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିବାକୁ ପଡିବ। ଯେଉଁ ସଦସ୍ୟମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିବେ ସେମାନଙ୍କୁ ଗାଜା ଛାଡିବାକୁ ଅନୁମତି ଦିଆଯିବ ଏବଂ ଗାଜାରେ ଏକ ଅନ୍ତର୍ଜାତୀୟ ସ୍ଥିରୀକରଣ ବାହିନୀ ମୁତୟନ କରାଯିବ। ଶାନ୍ତି ବୋର୍ଡ ନାମକ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯିବ। ତଥାପି, ହମାସ ପୁଣି ଥରେ ଏହି ଯୋଜନାକୁ ପ୍ରତ୍ୟାଖ୍ୟାନ କରିଛି।
Comments are closed.