Latest Odisha News

BREAKING NEWS

Browsing Category

Uncategorized

Krait: ଇଏ କି ସାପ? ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ…

ଲକ୍ଷ୍ନୌ: ଏମିତିକା ସାପ କେବେ ଦେଖି ନଥିବେ…ନା ଅଛି ସାପ ଭଳି ପଟା ପଟା ଦାଗ, ରଙ୍ଗ ବି ସମ୍ପୂର୍ଣ୍ଣ ଭିନ୍ନ, ସାଧାରଣ ବିଷଧର ସାପଠାରୁ ଆହୁରି ମାରାତ୍ମକ! ଉତ୍ତରପ୍ରଦେଶର ଦୁଧୱା ଅଞ୍ଚଳରେ ଏମିତି ଏକ ବିଷଧର ସାପ ମିଳିଛି, ଯାହାର ରଙ୍ଗ ଓ ଶରୀରର ଆକୃତି ସାଧାରଣ ବିଷଧର ଠାରୁ ସମ୍ପୂର୍ଣ୍ଣ…

Fake PMO ID: ଫେକ୍ PMO କାର୍ଡ ଦେଖାଇ ପଶିବାକୁ ଚେଷ୍ଟା କରୁଥିଲେ ପୁଅ, ପଚାରିବାରୁ ଚିହିଁକି ଉଠିଲେ ବାପା…କ୍ୟାମେରା…

ମୁମ୍ବାଇ: ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁମ୍ବାଇ କାର୍ଯ୍ୟକ୍ରମ ପୂର୍ବରୁ ଫେକ୍ PMO ପରିଚୟପତ୍ର ଦେଖାଇ ଚର୍ଚ୍ଚାକୁ ଆସିଥିବା ରୋହନ ପାରେଖ ମାମଲାରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ ତଦନ୍ତରେ ରୋହନ PMOରୁ କୌଣସି ଅଧିକାରିକ ଇ-ମେଲ୍ ପାଇନଥିବା କଥା ସାମ୍ନାକୁ ଆସିଥିବା ବେଳେ, ତାଙ୍କ…

Support to Journalists: ସାମ୍ବାଦିକଙ୍କ ପରିବାର ପାଇଁ ସରକାରଙ୍କ ସହାୟତାର ହାତ, ୧୩ ପରିବାରକୁ ମିଳିଲା ୪ ଲକ୍ଷ…

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକଙ୍କ କଲ୍ୟାଣ ଓ ସେମାନଙ୍କ ପରିବାରର ଆର୍ଥିକ ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ସହାୟତାମୂଳକ ପଦକ୍ଷେପ ଜାରି ରଖିଛନ୍ତି। କାର୍ଯ୍ୟରତ ଅବସ୍ଥାରେ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ, ତାଙ୍କ ନିକଟତମ ଆତ୍ମୀୟଙ୍କୁ ସୂଚନା ଓ ଲୋକସମ୍ପର୍କ…

MKCG ମେଡିକାଲ କଲେଜର ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ସହରର MKCG ମେଡିକାଲ କଲେଜ କ୍ୟାମ୍ପସ ଭିତରେ ଥିବା ନର୍ସିଂ କଲେଜର ହଷ୍ଟେଲରେ ଶୁକ୍ରବାର ଦିନ ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଗ୍ରାଉଣ୍ଡ ଫ୍ଲୋରରେ ଥିବା ରୋଷେଇ ଘରର ଏକ ଗ୍ୟାସ ପାଇପ୍ ରୁ ଗ୍ୟାସ ଲିକ୍ ହେବା ପରେ ନିଆଁ ଲାଗିଯାଇଥିଲା।…

ଇସ୍ରୋର ବଡ଼ ସଫଳତା: ମହାକାଶକୁ ଗଲା ଭାରତର ପ୍ରଥମ ଜିଓ-ଇମେଜିଂ ସାଟେଲାଇଟ୍ EOS-05

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦିନ ପୁଣି ଏକ ଐତିହାସିକ ସଫଳତା ହାସଲ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଭାରତର ପ୍ରଥମ 'ଜିଓ-ଇମେଜିଂ ସାଟେଲାଇଟ୍' ତଥା ଅତ୍ୟାଧୁନିକ ଅର୍ଥ ଅବଜରଭେସନ୍ ସାଟେଲାଇଟ୍ (EOS-05)…

ନେପାଳ ବନ୍ୟା, ବିହାରରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ତିବ୍ଦତ ସୀମା ନିକଟବର୍ତ୍ତୀ ନେପାଳର ରସୁୱା ଜିଲ୍ଲାରେ ବୁଧବାର ହୋଇଥିବା ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ଅତି କମରେ ୧୬୦କୁ ବୃଦ୍ଧି ପାଇଛି। ଏହି ଘଟଣାରେ ପ୍ରାୟ ୪୦୦ ଲୋକ ନିଖୋଜ ଅଛନ୍ତି। ଯେଉଁଥିରେ ୧୩୩ ଜଣ ଭାରତୀୟ ପର୍ଯ୍ୟଟକ ଏବଂ ୩୭ ଜଣ ପ୍ରବାସୀ ଭାରତୀୟ ଅଛନ୍ତି। ତେବେ…

ବହୁଚର୍ଚ୍ଚିତ ପିହୁ ନିଖୋଜ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା

ଯାଜପୁର: ବହୁଚର୍ଚ୍ଚିତ ତଥା ରହସ୍ୟଘେରା ପିହୁ ନିଖୋଜ ମାମଲାକୁ ଇତିମଧ୍ୟରେ ୬ ବର୍ଷ ବିତିଯାଇଥିଲେ ସୁଦ୍ଧା ଅଦ୍ୟାବଧି ତାଙ୍କର କୌଣସି ଖୋଜଖବର ମିଳିପାରିନାହିଁ । ପୋଲିସ ଏବଂ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ, ଏବେ ଏହି ଘଟଣାରେ ହସ୍ତକ୍ଷେପ…

ଇଲେକ୍ଟ୍ରିକ୍ କାର୍ ଫୁଲ୍ ଚାର୍ଜ ପରେ ବି କମିଯାଉଛି କି ମାଇଲେଜ୍? ଜାଣନ୍ତୁ କେଉଁଠି ହେଉଛି ଭୁଲ୍ ଏବଂ କିପରି ବଢ଼ାଇବେ…

ଭୁବନେଶ୍ୱର: ଆଜିକାଲି ଇଲେକ୍ଟ୍ରିକ୍ ଗାଡ଼ି ବା ଇଭିର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ଇଭି ବ୍ୟବହାରକାରୀଙ୍କର ଏକ ସାଧାରଣ ଅଭିଯୋଗ ହେଉଛି, ଗାଡ଼ି ସମ୍ପୂର୍ଣ୍ଣ ଚାର୍ଜ ହେବା ପରେ ମଧ୍ୟ କମ୍ପାନୀ ଦାବି କରୁଥିବା ମାଇଲେଜ୍ ବା ରେଞ୍ଜ୍ ମିଳୁନାହିଁ । ଯଦି ଆପଣଙ୍କର ଇଲେକ୍ଟ୍ରିକ୍…

ପାରାଦୀପ ବନ୍ଦରର ବିକାଶକୁ ନୂଆ ଉଡ଼ାଣ: ୪୨୮ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ…

ପାରାଦୀପ: ଆଜି ପାରାଦୀପ ବନ୍ଦରର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ନୂତନ ଏବଂ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ଶୁକ୍ରବାର ଦିନ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ପାରାଦୀପ ବନ୍ଦର ଗସ୍ତରେ ଆସି ୪୨୭.୮୦ କୋଟି (ପ୍ରାୟ ୪୨୮ କୋଟି) ଟଙ୍କାର…

ରୋନାଲ୍ଡୋଙ୍କ ବଡ଼ ସଙ୍କେତ: ଚଳିତ ସିଜନ୍ ହୋଇପାରେ କ୍ୟାରିୟରର ଶେଷ ବର୍ଷ

ନୂଆଦିଲ୍ଲୀ:ଫିଫା ବିଶ୍ୱକପ ୨୦୨୬ରେ ପର୍ତୁଗାଲର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଶ୍ୱର ଅନ୍ୟତମ ମହାନ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଅବସର ନେଇ ଗୁଜବ ଉଠିଥିଲା । ସେ ମଧ୍ୟ ଫଳାଫଳ ନେଇ ନିରାଶ ହୋଇ ପଡିଥିଲେ । ରୋନାଲ୍ଡୋ ନିଜର ଚମତ୍କାର ଫୁଟବଲ୍ କ୍ୟାରିୟରର ଅନ୍ତ ନେଇ ବଡ଼ ସଙ୍କେତ…