ଭୁବନେଶ୍ୱର: ଘରୋଇ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ବର ଏୟାରଫିଲ୍ଡ ଥାନା ଜାମୁକୋଳି ଅଞ୍ଚଳ କଲେଜ ହଷ୍ଟେଲରୁ ମୃତ ନର୍ସିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀଙ୍କ ଘର ବଲାଙ୍ଗିରରେ ବୋଲି ଜଣାପଡିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସ ତଦନ୍ତ କରୁଛି ।
BREAKING NEWS
- ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଉଲ୍ଲେଖନୀୟ ପ୍ରଦର୍ଶନ: ଓଡ଼ିଶାକୁ ଜାତୀୟସ୍ତରରେ ସମ୍ମାନ
- ପଶ୍ଚିମବଙ୍ଗର ୫ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ, ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ୱ..
- ୨୦୪୦ ସୁଦ୍ଧା ସ୍ୱଦେଶୀ ହେବ ବାୟୁସେନାର ଶକ୍ତି, AMCA ଏବଂ Tejas Mk2 ହେବେ ନୂଆ ମେରୁଦଣ୍ଡ
- ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା: ୯ ଦିନ ହେବ ରତ୍ନଭଣ୍ଡାର ଗଣତି ମଣତି
- ଟି୨୦ ଲିଗରେ ଡ୍ରାଭିଡ କିଣିଲେ ଟିମ, ଅଶ୍ୱୀନ ହେବେ ଅଧିନାୟକ
- Bhawanipatna–Khariar Road: ଚାରି ଲେନ୍ ହେବ ଭବାନୀପାଟଣା-ଖରିଆର ରୋଡ୍;୯୧ କୋଟିର ବ୍ୟୟ ଅଟକଳ
- କଳାହାଣ୍ଡିରେ ଓଡିଶା ଜନତା କଂଗ୍ରେସର ସମାବେଶ: ଭକ୍ତଙ୍କୁ ଚାଲେଞ୍ଜ ନା ନୂଆ ରାଜନୈତିକ ସମୀକରଣ
- ଆଗାମୀ ଟେଷ୍ଟ ସିରିଜ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ଗମ୍ଭୀର
- କିମସକୁ ଶରୀର ଦାନ କଲେ ଶିକ୍ଷାବିତ୍ ଡ ରାମକୃଷ୍ଣ ପଣ୍ଡା
- Weight gain:ଏହି ହରମୋନ ଅସନ୍ତୁଳନ ହେଲେ ମହିଳାଙ୍କ ଓଜନ ବଢେ…
Comments are closed.