ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ରାଜଧାନୀ ଦିଲ୍ଲୀରେ ଆତଙ୍କ ସୃଷ୍ଟି ହୋଇଛି । ତେବେ ଏହାରି ଭିତରେ ଆଜି ପ୍ରବଳ ବର୍ଷା ସହ କୁଆପଥର ମାଡ ହୋଇଥିବା ସୂଚନା ମିଳିଛି । ଏତେ ମାତ୍ରାରେ ବର୍ଷା ହୋଇଛି ଯେ, ରାସ୍ତାଘାଟରେ ଆଣ୍ଠୁଏ ଲେଖାଏଁ ପାଣି ଜମି ଯାଇଛି । ଫଲରେ ଜୀବନଯାତ୍ରା ଅତିମାତ୍ରାରେ ପ୍ରଭାବିତ ହୋଇଛି ।
ସେପଟେ ବର୍ଷା ଯୋଗୁଁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ବର୍ଷା ହେଲେ କରୋନା ଭୂତାଣୁ ଅଧିକ ବେଗରେ ବ୍ୟାପିବ ସହ ସ୍ଥିତି ଗମ୍ଭୀର ହୋଇପାରେ ବୋଲି ଅଶଙ୍କା କରାଯାଉଛି । ଅନ୍ୟପଟେ ସିମ୍ଲାରେ ମଧ୍ୟ ପବଳ ବର୍ଷା ହୋଇଛି । କୁଆପଥର ମାଡ ଯୋଗୁଁ ସହରରେ ନାକାବନ୍ଦୀ କରାଯାଇଥିବା ସିମ୍ଲା ଏସ୍ପି କହିଛନ୍ତି ।
BREAKING NEWS
- ଡକାୟତି ପାଇଁ କରୁଥିଲେ ଯୋଜନା…୬ଜଣଙ୍କୁ ବାନ୍ଧିଲା ପୋଲିସ
- Iran War: ‘ଆବଶ୍ୟକ ହେଲେ ଆମେରିକୀୟ ନୌସେନା ତୈଳ ଜାହାଜକୁ ସୁରକ୍ଷା ଦେବ’; ହୋର୍ମୁଜ ସଙ୍କଟ ଉପରେ…
- ହୋଲି ଖେଳିବାକୁ ଯାଉଥିବା ବେଳେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ୪ ମୃତ
- ଟି୨୦ ବିଶ୍ୱକପରେ ଦ୍ରୁତତମ ଶତକ ମାରିଲେ ଆଲେନ, ଫାଇନାଲରେ ନ୍ୟୁଜିଲାଣ୍ଡ
- Puri Srimandir:ବିଶୃଙ୍ଖଳିତ ଆଚରଣ ପାଇଁ ୩ ସେବାୟତଙ୍କୁ କୈଫିୟତ ତଲବ; ଅଫିସରଙ୍କୁ ଦୁର୍ବ୍ୟବହାର…
- ଟି୨୦ ସେମିଫାଇନାଲ: ଜାନସେନଙ୍କ ଅର୍ଦ୍ଧଶତକ
- ୨ଟି ପର୍ଯ୍ୟାୟରେ ରିଲିଜ ହେବ ଆଇପିଏଲର କାର୍ଯ୍ୟସୂଚୀ
- Leave Pakistan: ଆମେରିକୀୟ ଅଧିକାରୀମାନେ ଛାଡିଲେ ପାକିସ୍ତାନ;ଦୂତାବାସ କରାଗଲା ଖାଲି
- ଶ୍ରୀଲଙ୍କା ନିକଟରେ ଇରାନୀ ନୌସେନା ଜାହାଜ ଉପରେ ଆକ୍ରମଣ, ୧୦୧ ନିଖୋଜ ଏବଂ ୭୮ ଆହତ
- ତିହିଡ଼ିରେ ଗୋଷ୍ଠୀ ସଂଘର୍ଷ: ୧୨ ଆହତ, ୨ ପ୍ଲାଟୁନ ପୋଲିସ ମୁତୟନ
Comments are closed.