ଭୁବନେଶ୍ୱର: ସରକାରୀ ହସ୍ପିଟାଲ ଗୁଡିକରେ କରୋନା ଟିକା ମାଗଣାରେ ମିଳୁଥିବା ବେଳେ ଆପଣ ଚାହିଁଲେ ଘରୋଇ ହସ୍ପିଟାଲରେ ମଧ୍ୟ ଟିକା ନେଇପାରିବେ। ହେଲେ ଏଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡିବ।
ଜାଣନ୍ତୁ, ଭୁବନେଶ୍ୱରରେ କୋଭାକ୍ସିନ ଏବଂ କୋଭିଶିଲ୍ଡର ମୂଲ୍ୟ କେତେ ରହିଛି…
ବର୍ତ୍ତମାନ ସମୟରେ ସ୍ପୁଟନିକ୍ ଭି ଓଡିଶା ହସ୍ପିଟାଲରେ ଉପଲବ୍ଧ ହୋଇନାହିଁ। ତେବେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଏହି ଟିକା ଉପଲବ୍ଧ ହେବା ନେଇ ବୋଲି ଆଶା କରାଯାଉଛି। ଋଷର ଏହି ଟିକା ମୂଲ୍ୟ ୧୧୪୫ ଡଲାର ରଖାଯାଇଛି। ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋଭାକ୍ସିନ ଏବଂ କୋଭିଶିଲ୍ଡ ଦାମ୍ ଯଥାକ୍ରମେ ୧୪୧୦ ଏବଂ ୭୮୦ ଟଙ୍କା ରହିଛି।
Comments are closed.