Latest Odisha News

BREAKING NEWS

ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ରିସୋର୍ଟରେ ଏକେ-୪୭ ସହ ୩ ଯୁବକ ପଶିଲେ

ଫ୍ଲୋରିଡା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ରିସୋର୍ଟରେ ଏକେ-୪୭ ସେମି ଅଟୋମେଟିକ ରାଇଫଲ ସହ ୩ ଯୁବକ ପଶିଥିଲେ । ମାର-ଏ-ଲେଗୋ ରିସୋର୍ଟ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ସେମାନେ ପଶି ଯାଇଥିଲେ । ପୂର୍ବରୁ ମଧ୍ୟ ୪ଥର ଏ ଭଳି ଘଟଣା ଘଟିଛି । ୨ ଥର ଚୀନ ଯୁବକ ଏହି ରିସୋର୍ଟ ମଧ୍ୟକୁ ପଶି ଆସିଥିଲେ ।

ରିପୋର୍ଟ ମୁତାବକ ୩ ଯୁବକ ପୋଲିସ କବଳରୁ ବଂଚିବା ପାଇଁ ରିସୋର୍ଟ ମଧ୍ୟକୁ ପଶିି ଆସିଥିଲେ । ପରେ ସେମାନଙ୍କୁ ପୋଲିସ ଗିରଫ କରି ନେଇଥିଲା । ସେମାନଙ୍କ ନିକଟରୁ ୧୪ ରାଉଣ୍ଡ ମ୍ୟାଜଜିନ ସମେତ ଏକେ-୪୭ ରାଇଫଲ ଥିଲା । ସେମାନେ ରାଇଫଲ ଚୋରି କରି ଆଣିଥିଲେ ।

Leave A Reply

Your email address will not be published.