Latest Odisha News

ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ହ୍ରିତିକ୍ , ଗର୍ଲଫ୍ରେଣ୍ଡ ସବାଙ୍କ ଗୀତ ଶୁଣି ହେଲେ ଫିଦା

ମୁମ୍ବାଇ : ହ୍ୟାଣ୍ଡ ସମ୍ ହଙ୍କ୍ ହ୍ରିତିକ ରୋଶନ ଏବେ ପର୍ସିନାଲ ଲାଇଫକୁ ନେଇ ବେଶ୍ ଚର୍ଚ୍ଚାରେ । ଶୁଣିବାକୁ ମିଳିଛି କୁଆଡେ ହ୍ରିତିକ୍ ଗାୟିକା ସବା ଆଜାଦଙ୍କୁ ଡେଟ୍ କରୁଛନ୍ତି ।ଉଭୟଙ୍କ ଫଟୋ ଏବେ ସୋସିଆଲ ମଡିଆେରେ ବେଶ୍ ଭାଇରାଲ ହେଉଛି । ସବା ଜଣେ ଫେମସ୍ ଗାୟିକା । ତାଙ୍କ ବଙ୍ଗାଳୀ ଗୀତ ଗାଇବା ଶୁଣି ତାଙ୍କ ଫ୍ୟାନ୍ ବନିଯାଇଛନ୍ତି ହ୍ରିତିକ ରୋଶନ ।

ସବା ସୋସିଆଲ ମିଡିଆରେ ତାଙ୍କ ଗୀତ ଗାଇବାର ଫଟୋ ପୋଷ୍ଟ କରିଛନ୍ତି ।ସବାଙ୍କ ଗୀତ ଶୁଣି ହ୍ରିତିକ ତାଙ୍କୁ ପୋଷ୍ଟରରେ କମେଣ୍ଟ କରିଛନ୍ତି । ସୋସିଆଲ ମିଡିଆରେ ସବା ଯେଉଁ ପୋଷ୍ଟ କରିଛନ୍ତି ସେଥିରେ ସେ ଲେଖିଛନ୍ତି ।ମୁଁ ଘରେ ଅସୁସ୍ଥ ଅଛି ତେଣୁ ଘରେ ରହି ଗୀତ ଗାଉଛି । ମୁଁ ଛୋଟ ଥିଲା ବେଳେ ମୋ ବାପା ମୋ ପାଇଁ କ୍ୟାସେଟ୍ ଓ ସାଉଣ୍ଡ ଟ୍ରାକ୍ ଆଣିଥିଲେ ।

ସେତେବୋଳେ ମୁଁ ବଙ୍ଗଳା ଆଦୌ ବୁଝି ପାରୁନଥିଲେ । ତଥାପି ମୋ ପସନ୍ଦର କ୍ୟାସେଟ୍ ବନିପାରିଥିଲା ।କାରଣ ମୁଁ ଲିରିକ୍ସି ମନେରଖି ପାରୁଥିଲି ।ଏହି ସବୁ ମୁଁ ଭୁଲି ପାରିବି ନାହିାଁ ସେପଟେ ସବାଙ୍କ ଏହି ପୋଷ୍ଟରରେ ହ୍ରିତିକ୍ କମେଣ୍ଟ ଦେଇଛନ୍ତି । ଯାହା ସମସ୍ତଙ୍କ ନଜରରେ ଆସିଛି।

Comments are closed, but trackbacks and pingbacks are open.