ଭୁବନେଶ୍ୱର: ବାଲେଶ୍ବରରୁ ଭୁବନେଶ୍ୱର ବ୍ରାଉସୁଗାର ଚାଲାଣ ବେଳେ ଧରାପଡ଼ିଲା ବେପାରୀ । ଶିଶୁ ଭବନ ଛକରେ ଅବକାରୀ ଟିମ୍ ଅଭିଯୁକ୍ତକୁ ଗିରଫ କରିଛି ଭୁବନେଶ୍ୱର ଅବକାରୀ ଟିମ୍ । ଅଭିଯୁକ୍ତ ଠାରୁ ୨୭ ଲକ୍ଷ ଟଙ୍କାର ବ୍ରାଉସୁଗାର ଜବତ କରିଛି ପୋଲିସ । ଅଭିଯୁକ୍ତ ହେଲେ ତପୁ ।
ଏଥିସହ ଅଭିଯୁକ୍ତ ଠାରୁ ଗୋଟିଏ ପଲସର ୨୨୦ଗାଡି ଜବତ କରିଛି ପୋଲିସ। ପୁଡିଆରେ ପାକେଟ କରି ଷ୍ଟିଲ ବକ୍ସରେ ପୁରାଇ ଭୁବନେଶ୍ୱରକୁ ବ୍ରାଉନସୁଗାର ଆଣୁଥିଲା ଅଭିଯୁକ୍ତ ।