Latest Odisha News

BREAKING NEWS

Damodar Rout: ‘ପାରାଦୀପ ଓ କୁଜଙ୍ଗରେ ଦାମ ବାବୁଙ୍କ ଦୁଇଟି ପ୍ରତିମୂର୍ତ୍ତି ମୁଁ ତିଆରି କରିବି’

ପାରାଦୀପ:ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ ସ୍ବର୍ଗତ ଦାମ ରାଉତଙ୍କୁ ନେଇ କହିଲେ ବଡ କଥା । କହିଲେ ଦାମଙ୍କ ସହ ମୋର ବାପ-ପୁଅ ଭଳି ଅତି ନିବିଡ଼ ସମ୍ପର୍କ ଥିଲା । ଦାମ ବାବୁ ମୋତେ ପରିଚୟ ଦେଇଛନ୍ତି ତାଙ୍କ ପାଖରେ ମୁଁ ଚିର ଋଣୀ କହିଲେ ବାପି ।

ପାରାଦୀପ,କୁଜଙ୍ଗରେ ଆୟୋଜିତ କାର୍ଯ୍ୟକ୍ରମରେ ଦାମ ରାଉତଙ୍କୁ ପ୍ରଶଂସା କରିଛନ୍ତି ବାପି ସର୍ଖେଲ । ସେ ମାଫିଆମାନଙ୍କୁ ଆଦୌ ପ୍ରଶ୍ରୟ ଦେଉନଥିଲେ । କିଛି କୁଚକ୍ରୀଙ୍କ ପାଇଁ ଆମ ଭିତରେ ଭୁଲ୍‌ ବୁଝାମଣା ଓ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ଆହୁରି ସେ କହିଛନ୍ତି ଯେ, ପାରାଦୀପ ଓ କୁଜଙ୍ଗରେ ଦାମ ବାବୁଙ୍କ ଦୁଇଟି ପ୍ରତିମୂର୍ତ୍ତି ମୁଁ ତିଆରି କରିବି ।

Leave A Reply

Your email address will not be published.