ଆଠଗଡ଼: କରୋନା ପଜିଟିଭ ଚିହ୍ନଟ ହେଲେ ଥାନା ଅଧିକାରୀ । କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଥାନା ପରିସର ।
ମିଳିଥିବା ସୂଚନା ଅନୁସାରେ,କରୋନା ପଜିଟିଭ ଚିହ୍ନଟ ହେଲେ ବଡ଼ମ୍ବା ଥାନା ଆଇଆଇସି । ଏହାପରେ ଥାନା ପରିସରକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି।ଥାନା ଆଇଆଇସି ପଜିଟିଭ ଚିହ୍ନଟ ହେବା ପରେ ଥାନାର ଆଉ ୨୨ ଜଣ କର୍ମଚାରୀ ଏବଂ ଥାନା ଗାଡ଼ି ଚାଳକଙ୍କର ସ୍ୱାବ୍ ଟେଷ୍ଟ୍ କରାଯିବ। ଗୁରୁଡ଼ିଝାଟିଆ ଓ ଖୁଣ୍ଟୁଣି ଥାନା କର୍ମଚାରୀଙ୍କର ମଧ୍ୟ ନମୂନା ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ଚୌଦ୍ୱାର୍ ଏସଡିପିଓ ପ୍ରଶାନ୍ତ ମଲ୍ଲ।
BREAKING NEWS
- କମିଲା ବର୍ଷା, ଖୋଲିଲା ରାସ୍ତା: ମାଲକାନଗିରିରୁ ଅଟକି ରହିଥିବା ଶହ ଶହ ଗାଡ଼ି ଗଡ଼ିଲା
- ଜୟଦେବ ବିହାରରେ ହଙ୍ଗାମା: ହଷ୍ଟେଲ୍ ମାଲିକଙ୍କ ଆକ୍ରମଣରେ ଛାତ୍ରୀ ମେଡିକାଲରେ ଭର୍ତ୍ତି
- ପୁରୀ ଏସବିଆଇ ଲକର୍ରୁ ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଗାଏବ: ଅବସରପ୍ରାପ୍ ପ୍ରଧାନଶିକ୍ଷୟିତ୍ରୀଙ୍କ ଥାନାରେ ଏତଲା
- ଅନଲାଇନ୍ ସପିଂ କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର: ଫେକ୍ ଡିସକାଉଣ୍ଟ୍ ଓ ଠକେଇ ଉପରେ ଲଗାମ କଷିବେ କେନ୍ଦ୍ର ସରକାର
- Leheriya Saree: ଫ୍ୟାଶନ୍ ଟ୍ରେଣ୍ଡ୍ରେ ଲହରିୟା ଶାଢ଼ୀର ଯାଦୁ: କରିନା, ଆଲିଆ ଓ ଶିଳ୍ପାଙ୍କ ଗ୍ଲାମରସ୍ ଲୁକ୍ ଦେଖନ୍ତୁ
- Pm Modi Classmate Seeks Justice: ପ୍ରଧାନମନ୍ତ୍ରୀଙ୍କ କ୍ଲାସମେଟ୍ ମାଗୁଛନ୍ତି ନ୍ୟାୟ: ମୀରା ରୋଡ୍ ଜମି ବିବାଦରେ ସିବିଆଇ ତଦନ୍ତ ଦାବି କଲେ ଅସଗର ଅଲ୍ଲୀ
- BRICS Summit 2026: ଡିସେମ୍ବରରେ ଏକାଠି ହୋଇପାରନ୍ତି ମୋଦୀ, ପୁଟିନ୍, ଜିନପିଙ୍ଗ୍ ଓ ଟ୍ରମ୍ପ: ଜି-୨୦ ସମ୍ମିଳନୀ ପୂର୍ବରୁ ଋଷର ବଡ଼ ସଙ୍କେତ
- Orangutan Trafficking Case: ଓରାଙ୍ଗଉଟାନ ଚୋରାଚାଲାଣ ମାମଲା: ସାମ୍ନାକୁ ଆସିଲା ଫେରାର ଦୀଘା ହୋଟେଲ ମାଲିକଙ୍କ ଫଟୋ
- Missing Indonesian passenger ship:୨୪୦ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ;ସର୍ଚ୍ଚ ଅପରେସନ ଜାରି
- Police Attack:ପାଟ୍ରୋଲିଂ ସମୟରେ କନଷ୍ଟେବଳଙ୍କୁ କାର ଚଢାଇ ଜୀବନରୁ ମାରି ଦେବାକୁ ଉଦ୍ୟମ;୨ କୁଖ୍ୟାତ ଡ୍ରଗ୍ ମାଫିଆ ଗିରଫ

Comments are closed.