ନୂଆଦିଲ୍ଲୀ: ଦେଶରେ ରେକର୍ଡ ସ୍ତରରେ ପହଞ୍ଚିଥିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ ୨,୬୮,୮୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥରୁ ୧,୨୨,୬୮୪ ଜଣ ଆରୋଗ୍ୟ ଲାଭ କରିଛନ୍ତି।
ସକ୍ରିୟ ମାମଲା ରହିଛି ୧୪,୧୭,୮୨୦। ଏହାସହିତ ଦୈନିକ ପଜିଟିଭିଟି ହାର ରହିଛି ୧୬.୬୬%। ଏହାଭିତରେ ଓମିକ୍ରନ୍ ମାମଲା ମଧ୍ୟ ବଢିବାରେ ଲାଗିଛି। ଦେଶରେ ୬,୦୪୧ରେ ପହଞ୍ଚିଲାଣି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା।
Comments are closed.