Latest Odisha News

BREAKING NEWS

କଳା ଧନ ମାମଲାରେ ଭାରତ ସରକାରଙ୍କୁ ବଡ ସଫଳତା, ସୁଇସ ବ୍ୟାଙ୍କ ଜାରୀ କଲା ତୃତୀୟ ସୂଚୀ

ନୂଆଦିଲ୍ଲୀ: କଳା ଧନ ମାମଲାରେ ଆଜି ଭାରତ ସରକାରକୁ ବଡ ସଫଳତା ମିଳିଛି । ସୁଇଜରଲାଣ୍ଡ ସହ କରାଯାଇଥିବା ସନ୍ଧି ଅନୁସାରେ ସେଠାକାର ସରକାର ଭାରତକୁ ସୁଇସ ବ୍ୟାଙ୍କରେ ଜମା ରହିଥିବା କଳା ଧନର ତୃତୀୟ ତାଲିକା ପ୍ରଦାନ କରିଛି । ସୁଇଜରଲାଣ୍ଡ ସରକାର ୮୬ ଦେଶର ୩୧ ଲକ୍ଷ ଆକାଂଉଟ ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି ।

ପୂର୍ବରୁ ସେପ୍ଟେମ୍ବର ୨୦୧୯ରେ ଭାରତ ସମେତ ୭୫ ଦେଶକୁ ଏ ସମ୍ପର୍କରେ ଡାଟା ପ୍ରଦାନ କରିଥିଲା । ଏଥର ଏଫଟିଏ ତଥ୍ୟ ଆଦାନ ପ୍ରଦାନ କାରୀ ଦେଶଙ୍କ ତାଲିକାରେ ଆଂଟିଗୁଆ, ବରମୁଡା, ଆଜରବୈଜାନ, ଡୋମିନିକା, ଘାନା, ଲେବାନନ, ମକାଉ, ପାକିସ୍ତାନ, କତାର, ସମୋଆ ଓ ଭାଉଟୁକୁ ସାମିଲ କରିଛି ।

Leave A Reply

Your email address will not be published.