Latest Odisha News

BREAKING NEWS

ରାମ ଓ କୃଷ୍ଣଙ୍କ ପରମ୍ପରାରେ ଦେଶ ଚାଲିବ, ବାବରଙ୍କ ନୁହେଁ: ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଦିନ ବିଧାନସଭାରେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ରାମ, କୃଷ୍ଣ ଏବଂ ବୁଦ୍ଧଙ୍କ ପରମ୍ପରା ଅନୁଯାୟୀ ଦେଶ ଚାଲିବ। ବାବର-ଔରଙ୍ଗଜେବଙ୍କ ପରମ୍ପରାରେ ନୁହେଁ।

ମହରମର ଶୋଭାଯାତ୍ରା କିମ୍ବା ଅନ୍ୟ କୌଣସି ପର୍ବରେ ଶୋଭାଯାତ୍ରା ସୁରକ୍ଷିତ ଭାବରେ ହିନ୍ଦୁ ଅଞ୍ଚଳ ଦେଇ ଚାଲିଯାଉଛି। ମନ୍ଦିର ସମ୍ମୁଖରେ ଯିବାରେ କୌଣସି ଅସୁବିଧା ହୁଏ ନାହିଁ। କିନ୍ତୁ ଏକ ମସଜିଦ ସାମ୍ନାରେ କିମ୍ବା ମୁସଲମାନ ପ୍ରାଧାନ୍ୟ ଅଞ୍ଚଳରେ ଏକ ହିନ୍ଦୁ ଶୋଭାଯାତ୍ରା ଗଲେ ସମସ୍ୟା ଉପୁଜେ? ରାସ୍ତା କାହାର ବ୍ୟକ୍ତିଗତ ସମ୍ପତ୍ତି କି?

Comments are closed.