Latest Odisha News

BREAKING NEWS

୬ ଥର ବିଶ୍ୱ ଚାମ୍ପିୟନ ମହିଳା ବକ୍ସର କହିଲେ ଟୋକିଓରେ ଶେଷ ଅଲିମ୍ପିକ୍ସ ଖେଳିବି

ନୂଆଦିଲ୍ଲୀ: ୬ ଥର ବିଶ୍ୱ ଚାମ୍ପିୟନ ହୋଇଥିବା ଭାରତୀୟ ମହିଳା ବକ୍ସର ମୋର କମ୍ ଟୋକିଓରେ ସେ ତାଙ୍କ କ୍ୟାରିୟରର ଶେଷ ଅଲିମ୍ପିକ୍ସ ଖେଳିବେ ବୋଲି କହିଛନ୍ତି । ଏବେ ମୋତେ ୩୮ ବର୍ଷ, ବକ୍ସିଂ ମୁକାବିଲାରେ ବୟସର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ସେଥିପାଇଁ ମୁଁ ସ୍ପଷ୍ଟ କରି ଦେବାକୁ ଚାହେଁ ଯେ, ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବି ନାହିଁ ।

ପ୍ରାୟ ଏକ ବର୍ଷ ପରେ ରିଙ୍ଗକୁ ଓହ୍ଲାଇଥିବା ମେରୀ କମ୍ ସ୍ପେନରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମୁକାବିଲାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ସେମିଫାଇନାଲରେ ସେ ଆମେରିକାର ଭର୍ଜିନିଆ ଫୁଶଙ୍କ ନିକଟରୁ ହାରି ଯାଇଥିଲେ । ଗତ ବର୍ଷ ଜୋର୍ଡାନ ଏସୀଆଇ କ୍ୱାଲିଫାୟର୍ସରେ ପ୍ରଭାବୀ ପ୍ରଦର୍ଶନ କରି ଟୋକିଓ ଅଲିମ୍ପିକ୍ସ କୋଟା ହାସଲ କରିଛନ୍ତି ।

Leave A Reply

Your email address will not be published.