ନୂଆଦିଲ୍ଲୀ:ଚୀନ ସହିତ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବା ପରେ ଭାରତ ତାର ପରମାଣୁ ରଣନୀତିରେ ବଡ ଧରଣର ପରିବର୍ତନ କରିଛି । ଆମେରିକା ଥିଙ୍କଟ୍ୟାଙ୍କ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ଭାରତ ଏବେ ପାକିସ୍ତାନ ବଦଳରେ ପରମାଣୁ ମିସାଇଲ ଟାର୍ଗେଟ ଚୀନ ଆଡକୁ ରଖିଛି । ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଭାରତ ପରମାଣୁ ଆକ୍ରମଣ କିପରି କରିପାରିବ ସେଥିନେଇ ଜୋରସୋରରେ ପ୍ରସ୍ତୁତି କରିଛି । ଉକ୍ତ ରିପୋର୍ଟ ଅନୁସାରେ ଭାରତ ପରମାଣୁ ଟାର୍ଗେଟରେ ଏବେ ଚୀନ ରାଜଧାନୀ ବେଜିଂ ଆସି ସାରିଛି ।
ବର୍ତମାନ ଭାରତ ପାଖରେ ୧୫୦ରୁ କମ୍ ପରମାଣୁ ରହିଛି । ଖୁବ୍ ଶୀଘ୍ର ଆଉ ୧୫୦ ପରମାଣୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ରହିଛି । ସେହିପରି ଭାରତର ପରମାଣୁ କ୍ଷମତା ସମ୍ପନ୍ନ କେତେଗୁଡିଏ ମିସାଇଲ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପଂହଚ ସାରିଛି । ଏହା ମଧ୍ୟରେ ସ୍ଥଳ ଭାଗରୁ ଅଗ୍ନି-୬ ଓ ବୁଡା ଜାହଜ ମଧ୍ୟରୁ କ୍ଷେପଣ କରାଯାଇ ପାରିବା ମିସାଇଲ ରହିଛି । ୮ଟି ଏପରି ମିସାଇଲ ଅଛି ଯାହାକି ଯେ କୌଣସି ସମୟରେ ଓ ପରିସ୍ଥିତିରେ ପରମାଣୁ ବୋମା ଫାୟାର କରିପାରିବ ।
BREAKING NEWS
- ପୁଣି ନାଟକ କରିପାରନ୍ତି ନକବୀ : ମହିଳା ଏସିଆ କପ୍ ଫାଇନାଲରେ ମୁଖ୍ୟ ଅତିଥି !
- ପୁଣି ଆସୁଛି ବର୍ଷା, ୯ରୁ ଭିଜିବ ଓଡ଼ିଶା…
- ଦୀର୍ଘ ୪ ଘଣ୍ଟା ପରେ ଉଦ୍ଧାର ହେଲେ ଛାତ୍ର, ନୟାଗଡର ଏହି ପାହାଡ଼ରେ ଫସିଥିଲେ…
- ଆପଲ୍ ପ୍ରତିଷ୍ଠାତା ଓ କୈଞ୍ଚି ଧାମ ଆଶ୍ରମର କାହାଣୀ: ଯୁବ ପ୍ରଯୋଜିକାଙ୍କୁ ଦେଲା ଫିଲ୍ମ ନିର୍ମାଣର ନୂଆ ଖୋରାକ
- ଟ୍ରମ୍ପଙ୍କ ନାମ ବଦଳ ରାଜନୀତି, “ନ୍ୟୁ ମେକ୍ସିକୋ” ହେବ “ନ୍ୟୁ ଆମେରିକା”
- ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ: ଗାଁରୁ ସହର ଯାଏଁ ବ୍ୟାପିବ ନେଟୱାର୍କ
- ବଢୁଛି ନଦୀ ଜଳସ୍ତର, ବିହାରରେ ୨୨ ଲକ୍ଷ ଲୋକ ପ୍ରଭାବିତ
- ବଜାରରେ ନିଆଁ ଲଗାଇଲାଣି ପିଆଜ ଦର: ପାଇକାରୀ ଓ ଖୁଚୁରା ଦରରେ ଆକାଶ ପାତାଳ ଫରକ, ସରକାରୀ ନିୟନ୍ତ୍ରଣ ଫେଲ୍
- ସାରା ବିଶ୍ୱରେ ଦେଖିବାକୁ ମିଳିବ ଭାରତର ଦବଦବା: ମେଟ୍ରୋ ରେଳ ନେଟୱାର୍କରେ ଆମେରିକାକୁ ଟପିବ ଭାରତ
- ଆଣ୍ଡ୍ରଏଡ୍ ଲୋଗୋରେ କାହିଁକି ରହିଛି ଏକ ସବୁଜ ରଙ୍ଗର ରୋବଟ୍? ଜାଣନ୍ତୁ ଏହାର ରୋଚକ କାହାଣୀ

Comments are closed.