ନୂଆଦିଲ୍ଲୀ: କାଙ୍ଗାଳ କରୁଛି କରୋନା ଭାଇରସ । ଚୀନର ଏହି ବ୍ୟାଧି ଏବେ ସାରା ବିଶ୍ୱ ପାଇଁ କରାଳ ରୂପ ଧାରଣ କରିଲାଣି । ଆର୍ଥୀକ ଦୃଷ୍ଟିକୋଣରୁ ବିଚାର କଲେ କରୋନା ଯୋଗୁ କେବଳ ୟୁରୋପ ୟୁନିୟନର ୧.୧ ଲକ୍ଷ କୋଟି ଟଙ୍କା କ୍ଷତି ହେଲାଣି । ବିଶ୍ୱ ବ୍ୟାଙ୍କ, ଆଇଏମଏଫ ଏ ନେଇ ଚିନ୍ତା ବ୍ୟକ୍ତ କରି ସାରିଲେଣି ।
ଭାରତରେ ଏହା ୨.୫ ହଜାର କୋଟି ଟଙ୍କାର କ୍ଷତି କରିବା ଆକଳନ କରାଯାଇଛି । ଆମେରିକାର ଏକ ଅର୍ଥନୈତିକ ସର୍ବେକ୍ଷଣ କରୁଥିବା ସଂସ୍ଥା ଏହି ରିପୋର୍ଟ ପ୍ରକାଶ କରିଛି । ଆମେରିକାର ୪୨ ହଜାର କୋଟି, ଜାପାନର ୩୮ ହଜାର କୋଟି, ଦକ୍ଷିଣ କୋରିଆର ୨୭.୮ କୋଟି, ଚୀନ ୧୯ ହଜାର କୋଟି ଓ ଭିଏତନାମ ୧୬.୮କୋଟି ଟଙ୍କାର କ୍ଷତି ସହିଲେଣି ।
BREAKING NEWS
- ଶ୍ରୀଲଙ୍କା ବଦଳରେ ଭାରତରେ ଆୟୋଜିତ ହେବ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫି
- ପ୍ରକାଶ ପାଇଲା OTET-୨୦୨୬ ରେଜଲ୍ଟ;ଏହି ଦିନ ମିଳିବ ଡିଜିଟାଲ ସାର୍ଟିଫିକେଟ
- ନୂତନ ‘EPF ଯୋଜନା ୨୦୨୬’ ଘୋଷଣା; ଡିସେମ୍ବର ୨୮ ପର୍ଯ୍ୟନ୍ତ ମିଳିବ ଛାଡ଼ ସୁବିଧା
- ଲଣ୍ଡନରେ ରହିବେ କୋହଲି-ଅନୁଷ୍କା ଏବଂ ପରିବାର, ଖୁଲାସା କଲେ ନେନେ
- ଟ୍ରେନ୍ ଲେଟ୍ ଥିଲେ କେତେ ସମୟ ଯାଏଁ ୱେଟିଂ ରୁମ୍ରେ ରହିପାରିବେ ଯାତ୍ରୀ? ଜାଣନ୍ତୁ କ’ଣ ରହିଛି ନିୟମ
- ନୂଆ ରୂପରେ ଭୋଡାଫୋନ୍-ଆଇଡିଆ (Vi): ବ୍ରାଣ୍ଡ୍ ଆମ୍ବାସାଡର ହେଲେ ଶାହାରୁଖ ଖାନ
- ବିନା ଫାର୍ମାସୀ ଡିଗ୍ରୀରେ ଖୋଲିପାରିବେ ଔଷଧ ଦୋକାନ: ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନାରେ ମିଳୁଛି ବଡ଼ ଲାଭ
- କେମିତି ଜାଣିବେ ଅଟା ଖରାପ ହୋଇଗଲାଣି? ଫ୍ରେସ୍ ରଖିବାର ଜାଣନ୍ତୁ ସଠିକ୍ ଉପାୟ
- ହାର୍ଦ୍ଦିକଙ୍କ ପାଇଁ କଡ ସର୍ତ ରଖିଲା ବିସିସିଆଇ
- Senior Citizen Pilgrimage Scheme: ମାଗଣା ତୀର୍ଥଯାତ୍ରା ଟ୍ରେନ୍ରେ ଗଲେ ୭୭୫ ଜଣ;ଆର୍ଥିକ ଦୁର୍ବଳ ବରିଷ୍ଠ ନାଗରିକ ପାଇଁ ବନ୍ଦୋବସ୍ତ କରିଛନ୍ତି ରାଜ୍ୟ ସରକାର

Comments are closed.