Latest Odisha News

ଦେଶରେ ୧୦୦୦ ଟପିଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଓମିକ୍ରନ୍ ଭାରିଆଣ୍ଟ୍‌ର ୧୨୭୦ଟି ନୂତନ ମାମଲା ରିପୋର୍ଟ ହୋଇଛି। ମହାରାଷ୍ଟ୍ରରେ ଓମିକ୍ରନ୍‌ ମାମଲା ସର୍ବାଧିକ ରହିଛି। ୧୦୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହା ପଛକୁ ରହିଛି ଦିଲ୍ଲୀ।

ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୪୫୦ ଓମିକ୍ରନ୍ ମାମଲା ଥିବାବେଳେ ଦିଲ୍ଲୀରେ ମୋଟ ୩୨୦ଟି ମାମଲା ରିପୋର୍ଟ ହୋଇଛି।

Comments are closed.