Latest Odisha News

ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ୨ ଜଣ ଧ୍ୱଜାବାହକଙ୍କୁ ମଞ୍ଜୁରୀ

ଟୋକିଓ: ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛି । ପ୍ରଥମ ଥର ପାଇଁ ଅଲିମ୍ପିକ ଇତିହାସରେ ୨ଜଣ ଧ୍ୱଜାବାହକ ରହିବେ । ଉଭୟ ପୁରୁଷ ଓ ମହିଳାଙ୍କୁ ସମାନ ଅଧିକାରକୁ ଆଖି ଆଗରେ ରଖାଯାଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

BjdElectrycity

ଟୋକିଓ ଅଲିମ୍ପିକ୍ସରେ ୪୯ ପ୍ରତିଶତ ମହିଳା ଆଥଲେଟ ଅଂଶଗ୍ରହଣ କରୁଛନ୍ତି । ଆଇଓସି ଅଧ୍ୟକ୍ଷ ଥମାସ ୱାକ କହିଛନ୍ତି ଏଥର ଅଂଶଗ୍ରହଣ କରୁଥିବା ୨୦୬ ଦେଶକୁ ଏଥିନେଇ ଜଣାଇ ଦିଆଯାଇଛି । ପ୍ରତ୍ୟେକ ଟିମ୍ ଗୋଟିଏ ପୁରୁଷ ଓ ମହିଳା ଧ୍ୱଜା ଧରିବେ ।

Leave A Reply

Your email address will not be published.