ଲେହ: ବିଶ୍ୱର ସର୍ବୋଚ୍ଚ ଲୋକତନ୍ତ୍ର ଦେଶ ଭାରତ ଉତ୍ସାହ ଉଦ୍ଦୀପନାର ସହ ପାଳନ କରୁଛି ଗଣତନ୍ତ୍ରର ମହାପର୍ବ।
ଏହିପାରିପେକ୍ଷିରେ ଭାରତ-ତିବତ ସୀମା ପୋଲିସ (ଆଇଟିବିପି)ର ଯବାନ ୧୭ ହଜାର ଫୁଟ ଉଚ୍ଚତାରେ ତ୍ରିରଙ୍ଗା ଉଡାଇ ଜାତୀୟ ସଙ୍ଗୀତ ଗାନ କରିଛନ୍ତି।
#WATCH Indo-Tibetan Border Police (ITBP) personnel with the national flag celebrating Republic Day at 17000 feet in snow today. The temperature in Ladakh at present is minus 20 degrees Celsius. ‘Himveers’ chanting ‘Bharat Mata Ki Jai’ and ‘Vande Mataram’. pic.twitter.com/ANCe8txnFI
— ANI (@ANI) January 26, 2020
ପ୍ରାପ୍ତ ସୂଚନା ଅନୁସାରେ, ଆଇଟିବିପିର ଯବାନ ଲଦ୍ଦାଖରେ -୨୦ ଡିଗ୍ରୀ ସେଲସିଅସ ତାପମାତ୍ରାରେ ୧୭ହଜାର ଫୁଟ ଉଚ୍ଚରୁ ତ୍ରିରଙ୍ଗା ଉଡ଼ାଇଛନ୍ତି।
ଭାରତୀୟ ବୀରଙ୍କ ବିରତ୍ୱର ଗାଥା ଏଇଠି ସାରିଯାଇ ନାହିଁ ।
ରାଜଧାନୀର ଦିଲ୍ଲୀର ରାଜପଥରୁ ସମ୍ପୂର୍ଣ୍ଣ ବିଶ୍ଵ ଦେଖିଛି ଭାରତର ସୈନ୍ୟ ଶକ୍ତି ଏବଂ ସମୃଦ୍ଧ ସଂସ୍କୃତିର ଝଲକ ।
Comments are closed.