Latest Odisha News

BREAKING NEWS

ଲକଡାଉନରେ ରାମ ବନବାସର ୧୯୫ ସ୍ଥାନ ଖୋଜି ବାହାର କଲେ ଅଶୋକ

ଜୟପୁର: ରାଜସ୍ଥାନ ଜୟପୁରର ୮୩ ବର୍ଷୀୟ ଅଶୋକ କୁମାର ଲକଡାଉନ ସମୟର ଭରପୂର ଉପଯୋଗ କରି ପାରିଛନ୍ତି । ସେ ରାମ ବନବାସର ୧୯୫ ସ୍ଥାନY(ରାମ, ସୀତାଙ୍କ ସହ ଜଡିତ)କୁ ଆଧୁନିକ ମାନଚିତ୍ରରେ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି । ବିଭିନ୍ନ ଶିକ୍ଷାଭିତିକ ଅନୁÂାନ ଚଳାଉଥିବା ଅଶୋକ ଏଥିନେଇ କଠିନ ପରିଶ୍ରମ ମଧ୍ୟ କରିଛନ୍ତି ।

ସେ ତମାସ ତାଳ (ଉତରପ୍ରଦେଶ), ଭୃଗବେରପୁର (ୟୁପିର ସିଙ୍ଗରୋର), ଭରଦ୍ୱାଜ ଆଶ୍ରମ (ଆହ୍ଲାବାଦ), ଅତ୍ରି ଓ ମାର୍କଣ୍ଡ ଆଶ୍ରମ (ୟୁପିର ମରକୁଣ୍ଡି), ଚିତ୍ରକୂଟ (ଗୋଦାବରୀ ନଦୀ କୂଳରେ), ପଂଚବଟି, ସୀତା ସରୋବର, ରାମ କୁଣ୍ଡ (ନାସିକ ନିକଟ ତ୍ରୟମ୍ବୋକେଶ୍ୱର), ଶାବରୀ ଆଶ୍ରମ, କିଷ୍କିନ୍ଧା (କର୍ଣ୍ଣାଟକର ଅନ୍ନା ଗୋରୋଇ) ପ୍ରଭୃତି ସ୍ଥାନ ଚିହ୍ନଟ କରିଛନ୍ତି ।

Leave A Reply

Your email address will not be published.