Latest Odisha News

BREAKING NEWS

ଓସ୍କାର ଦୌଡରୁ ବାଦ୍ ପଡିଲା ଜଲ୍ଲିକଟ୍ଟୁ, ବିଟ୍ଟୁ ରେସରେ ଅଛି

ମୁମ୍ବାଇ: ସମ୍ମାନଜନକ ୯୩ତମ ଓସ୍କାର ଏକାଡେମୀ ପୁରସ୍କାର ପାଇଁ ଭାରତ ପକ୍ଷରୁ ଜଲ୍ଲିକଟ୍ଟୁକୁ ମନୋନୀତ କରାଯାଇଥିଲା । ତେବେ ଏହା ଶର୍ଟଲିଷ୍ଟରେ ସ୍ଥାନ ପାଇବାରେ ବିଫଳ ହୋଇଛି । ତେବେ ଲାଇଭ ଆକ୍ସନ ଶର୍ଟଫିଲ୍ମ କାଟାଗୋରିରେ କରିଶ୍ମା ଦୁବେଙ୍କ ବିଟ୍ଟୁ ଏବେ ବି ଦୌଡରେ ରହିଛି । ଫାଇନାଲ ନୋମିନେଶନ ୧୫ ମାର୍ଚ୍ଚକୁ ଘୋଷଣା କରାଯିବ ।

BjdElectrycity

୯୩ ଦେଶର ଫିଲ୍ମ ମୁକାବିଲାରେ କିଏ ବାଜି ମାରୁଛି ତାହା ୨୫ ଏପ୍ରିଲକୁ ଜଣାପଡିବ । ବିଦେଶୀ ଫିଲ୍ମ କାଟାଗୋରିରେ ଭାରତକୁ ପୁରସ୍କାର ମିଳି ନାହିଁ । ୨୦୧୯ରେ ଜୋୟା ଅଖତାରଙ୍କ ଗଲୀ ବୟ ମଧ୍ୟ ପୁରସ୍କାର ଦୌଡରୁ ବାଦ୍ ପଡିଥିଲା ।

Leave A Reply

Your email address will not be published.