ଭୁବନେଶ୍ୱର: ପଞ୍ଜାବର ସାଙ୍ଗରୁରୁରେ ଅନୁଷ୍ଠିତ ଜୁନିୟର ଫେଡେରେଶନ କପ ଆଥଲେଟିକ୍ସରେ ସମସ୍ତ ଦୃଷ୍ଟି ଆକର୍ଷଣ କରିଛନ୍ତି ଗ୍ରେସେସନ ଜୀଭା ଓ ଆର୍ଯ୍ୟନ ଏକ୍କା । ୧୧୦ ମିଟର ହର୍ଡଲର ଜୀଭା ଏବଂ ଏକ୍କା ରିଲାଏନ୍ସ ଫାଉଣ୍ଡେସନ ଓଡିଶା ଆଥଲେଟିକ ହାଇ ପର୍ଫମାନ୍ସ ସେଂଟର (ଏଚପିସି)ରେ ପ୍ରଶିକ୍ଷଣ ନେଉଛନ୍ତି । ଜୀଭା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୧୪.୧୪ ସେକେଣ୍ଡ କରି ମହାରାଷ୍ଟ୍ରର ତେଜସ ଅଶୋକଙ୍କ ପଛକୁ ଅଛନ୍ତି । କେନିୟାରେ ଚଳିତ ମାସ ଶେଷ ଆଡକୁ ଥିବା ୱାର୍ଲ୍ଡ ଆଥଲେଟିକ ମିଟ (୨୦ ବର୍ଷରୁ କମ୍) ଟିମରେ ଜୀଭାଙ୍କ ସ୍ଥାନ ପାଇବା ସମ୍ଭାବନା ଉଜ୍ଜୀବୀତ ହୋଇଛି । ଏକ୍କା ପଦକ ପାଇ ନ ଥିଲେ ମଧ୍ୟ ୨୦୦ମିଟରରେ ୨୨.୧୨ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି ୬ଷ୍ଠ ସ୍ଥାନରେ ରହିଥିଲେ । ଏବେ ୨୯ ଆଥଲେଟ ଏଚପିସିରେ ପ୍ରଶିକ୍ଷଣ ନେଉଛନ୍ତି ।
ରିଲାଏନ୍ସ ଓ ଓଡିଶା ସରକାରଙ୍କ ମିଳିତ ଉଦ୍ୟମରେ ଏହି ପ୍ରଶିକ୍ଷଣ ଶିବିର ପରିଚାଳିତ ହେଉଛି । ଏଥିରୁ ସବିତା ଟପ୍ପୋଙ୍କ ପରି ପ୍ରତିଭାବାନ ଆଥଲେଟ ତାଙ୍କ ଦକ୍ଷତା ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି । ଚଳିତ ବର୍ଷ ଗୌହାଟୀରେ ଜୁନିୟର ନ୍ୟାଶନାଲ ଚାମ୍ପିୟନଶିପର ସେ ବାଳିକା ଲଙ୍ଗଜମ୍ପରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି । ଅମ୍ଲାନ ବୋରଗହେନ, ଦୀଲିପ ନାୟକ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି ।
BREAKING NEWS
- Odisha Assembly Adjourned on March 16: ଆସନ୍ତା ୧୬ରେ ଚାଲିବନି ବିଧାନସଭା, ରାଜ୍ୟସଭା ପାଇଁ ପଡ଼ିବ ଭୋଟ
- Iran Allows Indian Tanker Pass Hormuz: ବନ୍ଧୁତ୍ୱ ନିଭେଇଛି ଇରାନ, ଭାରତ ଉପରୁ ଟଳିବ ସଂକଟ
- US Places 10 Million Dollar Bounty on Iran Leaders: ଇରାନୀ ନେତାଙ୍କ ଉପରେ ୧୦ ନିୟୁତ ଡଲାର ପୁରସ୍କାର ରଖିଲା ଆମେରିକା, ଅଛି ମୋଜତାବା ଖାମେନେଇଙ୍କ ନାଁ
- Oust CEC Over ‘discriminatory conduct’: ୧୯୩ ସାଂସଦଙ୍କ ସାଇନ୍…ପଦରୁ ହଟିବେ କି ଜ୍ଞାନେଶ କୁମାର? CECଙ୍କୁ ହଟାଇବା ପାଇଁ କ’ଣ ରହିଛି ପ୍ରକ୍ରିୟା?
- Woman Kills 2 Minor Daughters: ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲି ମାରିଦେଲା ମାଆ!
- US Forces Targets on Iranian Island: ଖର୍ଗ ଆଇଲାଣ୍ଡ ଉପରେ ଆମେରିକାର ଆକ୍ରମଣ, ଇରାନର ସାମରିକ ଘାଟି ନଷ୍ଟ ନେଇ ଦାବି କଲେ ଟ୍ରମ୍ପ
- PM Modi hits out at Congress: ‘ତେଲ, ଏଲପିଜି ନେଇ ଦେଶକୁ ଭ୍ରମିତ କରୁଛି କଂଗ୍ରେସ’, ଆସାମରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
Comments are closed.