ନୂଆଦିଲ୍ଲୀ: ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ନୀରବ ମୋଦି ଓ ମେହୁଲ ଚୋକସୀଙ୍କ ୧୩୫୦ କୋଟି ଟଙ୍କାର ଅଳଙ୍କାର ଭାରତକୁ ଫେରାଇ ଆଣିବାରେ ସଫଳ ହୋଇଛି । ପିଏନବି ଦୁର୍ନୀତି ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଏଜେନ୍ସି ଯାଞ୍ଚ ଆରମ୍ଭ କରିବା ସମୟରେ ଦୁଇ ଅଭିଯୁକ୍ତ ଏହି ଜିନିଷକୁ ଦୁବାଇରୁ ହଂକଂ ପଠାଇ ଦେଇଥିଲେ । ହଂକଂରେ ଏହି ମୂଲ୍ୟବାନ ଜିନିଷ ଥିବାର ଖବର ଇଡିକୁ ଜୁଲାଇ ୨୦୧୮ରେ ମିଳିଥିଲା । ସେତେବେଳେ ହଂକଂ ସରକାର ଓ ସେଠାର ଏଜେନ୍ସି ଏହି ଜିନିଷକୁ ଭାରତ ଫେରାଇ ଆଣିବାର ଚେଷ୍ଟା କରାଯାଇଥିଲା ।
୨୩୪୦ କିଲୋଗ୍ରାମ ଅଳଙ୍କାରକୁ ମୁମ୍ବାଇ ଫେରାଇ ଅଣାଯାଇଛି । ଭାରତ ଅଣାଯାଇଥିବା ୧୦୮ କନସାଇନମେଣ୍ଟରେ ୩୨ ନୀରବ ମୋଦିଙ୍କର ରହିଛି ଓ ୭୬ଟି ମେହୁଲଙ୍କର ରହିଛି । ପୂର୍ବରୁ ମଧ୍ୟ ଇଡି ୩୩ କନସାଇନମେଣ୍ଟକୁ ଦୁବାଇ ଓ ହଂକଂରୁ ଜବତ କରି ଭାରତ ଅଣାଯାଇଥିଲା, ଯାହାର ମୂଲ୍ୟ ୧୩୭ କୋଟି ଥିଲା ।
BREAKING NEWS
- ପୁଣି ବରଗଡ଼ରୁ ବିପୁଳ ପରିମାଣର କଫସିରଫ୍ ଜବତ; ୬ ଅଭିଯୁକ୍ତ ଗିରଫ
- ଗୁଡ଼ି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣା;୬ ଗିରଫ
- ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ;ରବିବାର ଘଣ୍ଟପଡ଼ା ଫ୍ଲାଏଓଭର ବ୍ରିଜର ଶୁଭ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ
- ମହାରାଷ୍ଟ୍ରକୁ ଚାଲାଣ ବେଳେ ୧୨୦କିଲୋରୁ ଅଧିକ ଗଞ୍ଜେଇ ଜବତ
- ନୀତି ଆୟୋଗର ଉପାଧ୍ୟକ୍ଷଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ;ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଆଲୋଚନା
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ
- Explosives recovered: ନକ୍ସଲଙ୍କ ବଡ ଷଡଯନ୍ତ୍ର ପଣ୍ଡ; ୧୬ଟି ଆଇଇଡି ସହ ବିପୁଳ ପରିମାଣର ବିସ୍ଫୋରକ ଜବତ
- BJD: ବିଜେପି ଶାସନରେ ସାଇବର ଅପରାଧ ଓ ଫେକ୍ ନ୍ୟୁଜରେ ବୃଦ୍ଧି ଘଟିଛି: ବିଜେଡି
- ଆମ ବସ୍ ଭଙ୍ଗାରୁଜା ଘଟଣା; ଦୁଇ ଅଭିଯୁକ୍ତ ଗିରଫ
- Tragic landslide in Indonesia: ଭୟଙ୍କର ଭୂସ୍ଖଳନ: ୨୧ ଜଣଙ୍କର ମୃତ୍ୟୁ, ୮୦ରୁ ଅଧିକ ନିଖୋଜ
Comments are closed.