ନୂଆଦିଲ୍ଲୀ: ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ନୀରବ ମୋଦି ଓ ମେହୁଲ ଚୋକସୀଙ୍କ ୧୩୫୦ କୋଟି ଟଙ୍କାର ଅଳଙ୍କାର ଭାରତକୁ ଫେରାଇ ଆଣିବାରେ ସଫଳ ହୋଇଛି । ପିଏନବି ଦୁର୍ନୀତି ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଏଜେନ୍ସି ଯାଞ୍ଚ ଆରମ୍ଭ କରିବା ସମୟରେ ଦୁଇ ଅଭିଯୁକ୍ତ ଏହି ଜିନିଷକୁ ଦୁବାଇରୁ ହଂକଂ ପଠାଇ ଦେଇଥିଲେ । ହଂକଂରେ ଏହି ମୂଲ୍ୟବାନ ଜିନିଷ ଥିବାର ଖବର ଇଡିକୁ ଜୁଲାଇ ୨୦୧୮ରେ ମିଳିଥିଲା । ସେତେବେଳେ ହଂକଂ ସରକାର ଓ ସେଠାର ଏଜେନ୍ସି ଏହି ଜିନିଷକୁ ଭାରତ ଫେରାଇ ଆଣିବାର ଚେଷ୍ଟା କରାଯାଇଥିଲା ।
୨୩୪୦ କିଲୋଗ୍ରାମ ଅଳଙ୍କାରକୁ ମୁମ୍ବାଇ ଫେରାଇ ଅଣାଯାଇଛି । ଭାରତ ଅଣାଯାଇଥିବା ୧୦୮ କନସାଇନମେଣ୍ଟରେ ୩୨ ନୀରବ ମୋଦିଙ୍କର ରହିଛି ଓ ୭୬ଟି ମେହୁଲଙ୍କର ରହିଛି । ପୂର୍ବରୁ ମଧ୍ୟ ଇଡି ୩୩ କନସାଇନମେଣ୍ଟକୁ ଦୁବାଇ ଓ ହଂକଂରୁ ଜବତ କରି ଭାରତ ଅଣାଯାଇଥିଲା, ଯାହାର ମୂଲ୍ୟ ୧୩୭ କୋଟି ଥିଲା ।
BREAKING NEWS
- ଲଘୁଚାପ ପରେ ରାଜ୍ୟରେ ବଢୁଛି ଗରମ, ଭୁବନେଶ୍ୱରେ ତାପ ସୂଚକାଙ୍କ ୩୮°…
- Vande Mataram: ‘ବନ୍ଦେ ମାତରମ୍’ର କେବଳ ୨ଟି ଛନ୍ଦ କାହିଁକି ଗାଉଛି କଂଗ୍ରେସ? ୮୯ ବର୍ଷ ପୁରୁଣା ନିଷ୍ପତ୍ତି ଶୁଣାଇଲା, ଘେରିଲା ବିଜେପି
- ଟାଇଗର୍ ସାର୍କଙ୍କ ଗହଣରେ ପ୍ରିୟଦର୍ଶୀଙ୍କ ୧୦୦ତମ ଐତିହାସିକ ସ୍କୁବାଡାଇଭ୍
- Pakistan High Commission: ୩ ଦିନରେ ପାକିସ୍ତାନକୁ ଭାରତର କଡ଼ା ଜବାବ, ବୁଲିଲା ବୁଲଡୋଜର…ହାଇ କମିଶନ ବାହାରୁ ହଟିଲା ଅବୈଧ ନିର୍ମାଣ
- ଫୁଲୁଛି ସୁବର୍ଣ୍ଣରେଖା; ଲୋକେ ଭୟଭୀତ
- ୩୫ ବର୍ଷରେ ପ୍ରଥମ; ବାଂଲାଦେଶରେ ଆଜି ରାଷ୍ଟ୍ରପତି ନିର୍ବାଚନ
- Vijay targets DMK: ‘ସମସ୍ତ ପ୍ରମାଣ ମୋ ଟେବୁଲ୍ରେ ଅଛି…’, ବିଧାନସଭାରେ କାହାକୁ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ ବିଜୟ?
- ମଣିପୁରରେ ୩ ଦିନ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ, ଜାଣନ୍ତୁ କାହିଁକି…
- ପୁଣି ବଢିଲା ଅଶୋଧିତ ତୈଳ ମୂଲ୍ୟ; ଭାରତରେ ପଡିବ ପ୍ରଭାବ…
- ଲୋୟର ପିଏମଜିରେ ହଙ୍ଗାମା; ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି

Comments are closed.