Latest Odisha News

BREAKING NEWS

ସେନା ବିରୋଧରେ ବିଷ ଓଗାଳିଲେ ଜେଏନୟୁ ଛାତ୍ର

ନୂଆଦିଲ୍ଲୀ: ସେନା ଏବଂ ଦେଶ ବିରୋଧୀ ମନ୍ତବ୍ୟ ଦେଇ ଫସିଛନ୍ତି ଜେଏନୟୁ ବିଶ୍ୱବିଦ୍ୟାଳୟ ଛାତ୍ର ସାଜିଦ ବିନ୍ ସଇଦ । ସେ ଟୁଇଟ କରି ସେନା ଏବଂ ଆରଏସଏସ ଯୋଗୁ କଶ୍ମୀରରେ ନରସଂହାର ବଢ଼ୁଛି ବୋଲି କହିଛନ୍ତି । କାଶ୍ମୀରବାସୀଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବା ଦରକାର ଏବଂ ଏହି ମାମଲାରେ ଅନ୍ତର୍ଜାତୀୟ ସଂସ୍ଥା ହସ୍ତକ୍ଷେପ କରିବା ଦରକାର ବୋଲି ସେ କହିଛନ୍ତି ।

ସେନା ବିରୋଧରେ ମନ୍ତବ୍ୟ ଦିଆଯାଇଥିବାରୁ ଦିଲ୍ଲୀ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି । ଦିଲ୍ଲୀ ହିଂସା, ଜାମିଆ ବିଶ୍ୱବିଦ୍ୟାଳୟ ଅଶାନ୍ତିରେ ସଇଦଙ୍କ ଭୂମିକା ରହିଛି । ଦିଲ୍ଲୀ, ଆସାମ, ଉତରପ୍ରଦେଶ ଆଦି ସ୍ଥାନରେ ତାଙ୍କ ନାମରେ ଦେଶଦ୍ରୋହ ମାମଲା ରହିଛି ।

Comments are closed.