Latest Odisha News

କମଲା ହାରିସ୍ ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି

 

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି କମଲା ହାରିସ୍ ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି। ନ୍ୟାସନାଲ ଆସୋସିଏସନ ଫର ଆଡଭାନ୍ସମେଣ୍ଟ ଅଫ୍ କଲର୍ଡ ପିପୁଲ୍ସ (NAACP) ବାର୍ଷିକ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏଭଳି କହିଛନ୍ତି ।

ଆସନ୍ତା ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ବାଇଡେନଙ୍କ ଏଭଳି ବୟାନ ରାଜନୀତିକୁ ସରଗରମ କରିଦେଇଛି।

ସେ କହିଛନ୍ତି ଯେ, କମଲା କେବଳ ଜଣେ ଭଲ ଉପରାଷ୍ଟ୍ରପତି ନୁହଁନ୍ତି, ବରଂ ଆମେରିକାର ରାଷ୍ଟ୍ରପତି ମଧ୍ୟ ହୋଇପାରିବେ।

 

Comments are closed.