Latest Odisha News

BREAKING NEWS

ପାପା ଜୋ, ନୋପୋ ଗ୍ୟାଙ୍ଗ କାର୍ତ୍ତିକଙ୍କଠାରୁ ଦୂରେଇ ରୁହ :କଙ୍ଗନା

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ‌ଙ୍କୁ ଦୋସ୍ତାନା୨ ଫିଲ୍ମରୁ ବାହାର କରି ଦିଆଯିବା ପରେ କୁଇନ କଙ୍ଗନା ରାନାୱତ ତାଙ୍କ ଷ୍ଟାଇଲରେ କରନ ଜୋହର ଏବଂ ନେପୋ କିଡ୍ସଙ୍କୁ ଟାର୍ଗେଟ କରିଛନ୍ତ । ସେ ସୋସିଆଲ ସାଇଟ୍ସରେ ଲେଖିଛନ୍ତି, କାର୍ତ୍ତିକ ନିଜ ଦକ୍ଷତାରେ ଏତେ ବାଟ ଆସି ପାରିଛନ୍ତି । ସେ ଆହୁରି ଆଗକୁ ଯିବେ । ପାପା ଜୋ ଆଉ ନେପୋ କିଡ୍ସଙ୍କୁ ଅନୁରୋଧ ସୁଶାନ୍ତଙ୍କ ପରି ତାଙ୍କ ପଛରେ ପଡନି । ଶାଗୁଣାମାନେ ତାଙ୍କଠାରୁ ଦୂରେଇ ରୁହ ।

ଅନ୍ୟ ପଟେ ଆଉ ଏକ ଟୁଇଟରେ ସେ କାର୍ତ୍ତିକଙ୍କୁ ଲେଖିଛନ୍ତି ଚିଲ୍ଲର୍ସଙ୍କୁ ଡରିବା ଆବଶ୍ୟକତା ନାହିଁ । ତୁମ ଇମେଜ ଖରାପ କରିବା ପାଇଁ ଉଦ୍ୟମ କରିବେ । ସେଥିନେଇ ଚିନ୍ତା କରନ୍ତି କାରଣ ସୁଶାନ୍ତଙ୍କୁ ସେମାନେ ଏ ଭଳି ଫସେଇଥିଲେ । ସୁଶାନ୍ତ ଏକୁଟିଆ ପଡି ଯାଇଥିଲେ ଆମେ ତୁମ ସହିତ ରହିଛୁ । କଙ୍ଗନା ଟୁଇଟ କରିବା ପରେ ବିଭିନ୍ନ ମହଲରୁ କାର୍ତ୍ତିକଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି ।

Leave A Reply

Your email address will not be published.