Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ଡିଜିଟାଲ୍ ଡେବ୍ୟୁ କରିବେ କଙ୍ଗନା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ସହ-ନିର୍ଦ୍ଦେଶକ ଭାବରେ କଙ୍ଗନା ରାଣାୱତ ନିର୍ମାତା ଭାବରେ ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ପ୍ରଥମ ଥର ପାଇଁ ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ମଣକର୍ଣ୍ଣିକାରେ ସହ ନିର୍ଦ୍ଦେଶକ ଭାବେ କାମ କରି୍ଥିଲେ।

ଅଭିନେତ୍ରୀଙ୍କ ବ୍ୟାନରରେ ପ୍ରଥମ ଡିଜିଟାଲ୍ ପ୍ରୋଜେକ୍ଟ ହେଉଛି ଟିକୁ ୱେଡସ୍ ଶେରୁ। ଏହି ପ୍ରୋଜେକ୍ଟ ବିଷୟରେ କଙ୍ଗନା ଏକ ବିବୃତ୍ତିରେ କହିଛନ୍ତି, “ଟିକୁ ୱେଡ୍ସ ଶେରୁ ଫିଲ୍ମ ସହ ଡିଜିଟାଲ ପ୍ଲାଟର୍ଫମରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହା ଏକ ପ୍ରେମ କାହାଣୀ ଉପରେ ଆଧାରିତ।

Leave A Reply

Your email address will not be published.