Latest Odisha News

BREAKING NEWS

ଏମଏଏମଆଇରୁ କରନ ଜୋହରଙ୍କ ଇସ୍ତଫା

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସବୁଠାରୁ ବେଶି ଚାପରେ ରହିଛନ୍ତି ଫିଲ୍ମ ନିର୍ମାତା କରନ ଜୋହର । ଏହି ଚାପର ବଶୀଭୂତ ହୋଇ ସେ ଶନିବାର ମୁମ୍ବାଇ ଏକାଡେମୀ ଅଫ ମୁଭିଂ ଇମେଜ (ଏମଏଏମଆଇ)ରୁ ଇସ୍ତଫା ଦେଇଛନ୍ତି । ଫେଷ୍ଟିଭାଲର ଚେୟାରପର୍ସନ ଓ ଦୀପିକା ପାଦୁକୋନ ତାଙ୍କୁ ବୁଝାଇଥିଲେ ମଧ୍ୟ ସେ ଶୁଣି ନ ଥିଲେ ।

ଫିଲ୍ମରେ ନେପଟୋଜିମ୍‌କୁ ନେଇ ପ୍ରଶଂସକଙ୍କ ଟାର୍ଗେଟରେ ରହିଛନ୍ତି । ଟୁଇଟରରେ ସେ ଏବେ କେବଳ ୮ଜଣଙ୍କୁ ଫଲୋ କରିବା ସହ ଇନଷ୍ଟାଙ୍ଗ୍ରାମର କମେଂଟ ସେକ୍ସନ ମଧ୍ୟ ବନ୍ଦ କରି ଦେଇଛନ୍ତି । ରିପୋର୍ଟ ମୁତାବକ ନେପଟୋଜିମ ନେଇ କରନ ଟାର୍ଗେଟ ହେଉଥିବା ବେଳେ କୌଣସି ବଡ ଷ୍ଟାର ତାଙ୍କ ସମର୍ଥନରେ ଆସି ନାହାନ୍ତି ।

Leave A Reply

Your email address will not be published.