Latest Odisha News

BREAKING NEWS

‘କ୍ୟାପ୍ଟେନ ଇଣ୍ଡିଆ’ର ପ୍ରଥମ ଲୁକ୍‌ ଜାରି

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ହାନସଲ ମେହେଟ୍ଟାଙ୍କ ଏବଂ ରୋନି ସ୍କ୍ରୁଭାଲା ଏବଂ ହରମାନ ବାୱେଜାଙ୍କ ଦ୍ୱାରା ନିର୍ମିତ ‘କ୍ୟାପ୍ଟେନ ଇଣ୍ଡିଆ’ ପ୍ରେରଣାଦାୟକ ଆକ୍ସନ୍-ଡ୍ରାମା ମୁଭିରେ କାର୍ତ୍ତିକ ଆର୍ଯ୍ୟନ୍ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ। ଏହି ଚଳଚ୍ଚିତ୍ରରେ କାର୍ତ୍ତିକ ଜଣେ ପାଇଲଟ୍‌ଙ୍କ ଭୂମିକାରେ ନଜର ଆସିବେ।

ଏହି କାହାଣୀ ଭାରତର ସବୁଠୁ ବଡ ତଥା ସଫଳ ଉଦ୍ଧାର କାର୍ଯ୍ୟ ଦ୍ୱାରା ଅନୁପ୍ରାଣିତ ହୋଇଛି। କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ କ୍ୟାପଟେନ ଇଣ୍ଡିଆର କାହାଣୀ ଭାରତର ସବୁଠୁ ବଡ ତଥା ସଫଳ ଉଦ୍ଧାର କାର୍ଯ୍ୟ ଦ୍ୱାରା ଅନୁପ୍ରାଣିତ ହୋଇଛି।

ଫିଲ୍ମରେ କାର୍ତ୍ତିକ୍‌ଙ୍କ ପ୍ରଥମ ଲୁକ୍‌ ଆଉଟ୍‌ ହୋଇଛି। ଏଥିରେ କାର୍ତ୍ତିକ ପାଇଲଟ୍‌ ଲୁକ୍‌ରେ ନଜର ଆସିଛନ୍ତି।

Comments are closed.