ଭୁବନେଶ୍ୱର: କେନ୍ଦ୍ରୀୟ ରେଳମଣ୍ଡଳରେ ହେଉଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ତଥା ବିଳମ୍ବରେ ଚାଲୁଥିବା କନେକ୍ଟିଂ ଟ୍ରେନକକୁ ନଜରରେ ରଖି ଭୁବନେଶ୍ୱର-ମୁମ୍ବାଇ ସିଏସଏମଟି କୋଣାର୍କ ଏକ୍ସପ୍ରେସ ଟ୍ରେନର ସମୟକୁ ପୁନଃ ନିର୍ଦ୍ଧାରିତ କରାଯାଇଛି ।
ପୂର୍ବତଟ ରେଳବାଇ (ଇସିଓଆର)ଙ୍କ ସୂଚନାନୁଯାୟୀ ଟ୍ରେନ୍ ୩ଟା ୨୫ମି. ବଦଳରେ ମଙ୍ଗଳବାର ଦିନ ୧୧ଟା ୪୫ମି.ରେ ଭୁବନେଶ୍ୱର ଛାଡିବ ।
Comments are closed.