Latest Odisha News

ଏହି ୨୮ ରୁଟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକ୍ଷ୍ମୀ ବସ୍ ସେବା ସ୍ଥଗିତ

ଭୁବନେଶ୍ୱର: ଲକ୍ଷ୍ମୀ ବସ୍ ସେବା ଅନିର୍ଦ୍ଦିଷ୍ଟ କାଳ ପାଇଁ ୨୮ ରୁଟରେ ସ୍ଥଗିତ ରଖାଯାଇଛି।

ସୂଚନାନୁସାରେ, ରାଜ୍ୟର ୧୨ଟି ଜିଲ୍ଲାର ୨୮ଟି ବିଭିନ୍ନ ମାର୍ଗରେ ଲକ୍ଷ୍ମୀ ବସ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏହା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ଯରେ ରହିଛି- ଅନୁଗୁଳ, କଟକ, ଗଜପତି, ଜଗତସିଂହପୁର, କଳାହାଣ୍ଡି, କୋରାପୁଟ, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ନୟାଗଡ଼, ପୁରୀ ଏବଂ ସମ୍ବଲପୁର। ଦେଖନ୍ତୁ କେଉଁ କେଉଁ ରୁଟ୍….

 

Comments are closed.